ଶୌଚ ସାରି ଫେରୁଥିଲେ ଯୁବକ,ମାଡି ବସିଲା ଜଙ୍ଗଲି ବାରହା ! Wild Boar Attack In dhenkanal
Автор: Pratidin TV
Загружено: 2026-02-27
Просмотров: 219
Описание:
ଶୌଚ ସାରି ଫେରୁଥିଲେ ଯୁବକ,ମାଡି ବସିଲା ଜଙ୍ଗଲି ବାରହା ! ବାରହା ଆକ୍ରମଣରେ ଦୁଇ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ବନାଞ୍ଚଳ ଅନ୍ତର୍ଗତ ଯମୁନାକୋଟ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁର ଗ୍ରାମରେ । ଗତକାଲୀ ଗ୍ରାମରେ ଚାଲିଥିଲା ଅଷ୍ଟପ୍ରହରୀ ନାମଯଜ୍ଞ।ସକାଳେ ଅଷ୍ଟପ୍ରହରୀ ସାରି ଶୌଚ ହୋଇ ଫେରୁଥିବାବେଳେ ଗ୍ରାମର ବଳରାମ ରାଉତ ୩୮ବର୍ଷ ଏବଂ ଦିବାକର ପାଣି ୫୫ ବର୍ଷ ଙ୍କ ଉପରେ ହଠାତ୍ ଆକ୍ରମଣ କରିଥିଲା ଜଙ୍ଗଲି ବାରହା । Wild Boar Attack In dhenkanal
#WildBoar #Attack #dhenkanal #odisha #pratidintv
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Повторяем попытку...
Доступные форматы для скачивания:
Скачать видео
-
Информация по загрузке: