କଥା ଚିକ୍କଣ, ପାଠରେ ଜିରୋ ଫସିଗଲେ IAS ବାବୁ ! | Fake IAS Selection | Bihar Viral Video | Odisha Reporter
Автор: Odisha Reporter
Загружено: 2026-03-17
Просмотров: 6509
Описание:
#ପାଠରେ_ଜିରୋ_ଫସିଗଲେ_IAS_ବାବୁ !
ଏ ବାବୁଙ୍କ କାରନାମା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ। ଶୁଣିବାକୁ ତାଙ୍କ କଥା ଗୁଡ଼ିକ ଭାରି ସୁନ୍ଦର କିନ୍ତୁ କାମ ଯେ ଏତେ ନିମ୍ନମାନର ଆପଣ ବି ଛି ଛାକର କରିବେ। ଏ ବାବୁ ଜଣକ କୁଆଡେ଼ ଜଣେ ଆଇଏଏସ ଅଫିସର। ଆଉ ସବୁ ଥାନା, କୋଚିଂ କ୍ଲାସ ଯାଇ ସେଠି ଭାଷଣ ଦେଉଥିଲେ। ଏ ଆତ୍ମଘୋଷିତ ମୋଟିଭେସନାଲ ସ୍ପିକରଙ୍କ ନା ରଞ୍ଜିତ କୁମାର ଯାଦବ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #OdishaReporter #iasofficer #ranjitkumaryadav #viralias #bihar
Повторяем попытку...
Доступные форматы для скачивания:
Скачать видео
-
Информация по загрузке: