ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

କୋଲେଷ୍ଟ୍ରୋଲ୍ କମିବ ସହଜରେ

Автор: Dr Senapati

Загружено: 2023-08-05

Просмотров: 315992

Описание: କୋଲେଷ୍ଟ୍ରୋଲ୍ କମିବ ସହଜରେ
#odiahealthtips
#drsenapati
#cholesterol
#cholesterolmanagement
#cholesteroldiet
#hearthealth
#diabetes
#odisha
#odia
#odishanews
#odishatv

ରକ୍ତରେ ଖରାପ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଗଲେ ତାହାକୁଉଚ୍ଚ କୋଲେଷ୍ଟ୍ରୋଲ କୁହାଯାଏ। ଉଚ୍ଚ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିବା ଜରୁରୀ କାରଣ ଏହା ହୃଦ୍ ରୋଗ ଏବଂ ଷ୍ଟ୍ରୋକ୍ ଭଳି ଆଶଙ୍କାକୁ ବଢ଼ାଇଥାଏ। ଉଚ୍ଚ କୋଲେଷ୍ଟ୍ରୋଲକୁ କିପରି ନିୟନ୍ତ୍ରଣ କରିବେ? ଆସନ୍ତୁ ଜାଣିବା !

ଏହି ଭିଡିଓରେ ରହିଛି,

କୋଲେଷ୍ଟ୍ରୋଲ ସ୍ତର କେତେ ରହିବା ଜରୁରୀ?
କୋଲେଷ୍ଟ୍ରୋଲ କାହିଁକି ବଢ଼େ? ସ୍ଵାସ୍ଥ୍ୟ ଉପରେ ଏହାର ପ୍ରଭାବ
କୋଲେଷ୍ଟ୍ରୋଲର ଚିକିତ୍ସା

High Cholesterol refers to elevated levels of cholesterol in the blood, particularly LDL (bad) cholesterol. It's important to control high cholesterol because it significantly increases the risk of cardiovascular diseases, such as heart disease and stroke. How to control High Cholesterol? Let's know more.

In this Video,

Normal range for Cholesterol level, in Odia
Causes of High Cholesterol, in Odia
Treatment of High Cholesterol, in Odia

Subscribe Now & Live a Healthy Life!

ଆମେ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ଆମ channel ରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।

This channel does not provide medical advice. Content on this channel is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଆମ channel ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।


I am Dr Shiba Prasad senapati at present working at SCB medical College and hospital Cuttack making such health related videos on common health problems for public awareness and their treatment in odia language along with medicine and home remedies.

Thank you🙏

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
କୋଲେଷ୍ଟ୍ରୋଲ୍ କମିବ ସହଜରେ

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

What Is Cholesterol? Can It Cause Heart Attack or Brain Stroke?

What Is Cholesterol? Can It Cause Heart Attack or Brain Stroke?

କମିବ ଓଜନ କମିବ ପେଟ#weightloss#odiahealthtips

କମିବ ଓଜନ କମିବ ପେଟ#weightloss#odiahealthtips

HIGH CHOLESTEROL & SOLUTION | Dr.Siba Prasad Dalai,Medicine Specialist & Diabetologist|Doctor's Tips

HIGH CHOLESTEROL & SOLUTION | Dr.Siba Prasad Dalai,Medicine Specialist & Diabetologist|Doctor's Tips

ଘରେ ବସି ବିନା ଔଷଧରେ କଲେଷ୍ଟ୍ରୋଲ କେମିତି କମେଇବେ ? Dr Chandan KUMAR Patra / KHUSI DIABETES CARE

ଘରେ ବସି ବିନା ଔଷଧରେ କଲେଷ୍ଟ୍ରୋଲ କେମିତି କମେଇବେ ? Dr Chandan KUMAR Patra / KHUSI DIABETES CARE

Cholesterol Symptoms and Treatment  କୋଲେଷ୍ଟ୍ରଲର ବଢିଲେ ଜାଣିବେ କେମିତି ?Baleswar ।Odia News ।#local18

Cholesterol Symptoms and Treatment କୋଲେଷ୍ଟ୍ରଲର ବଢିଲେ ଜାଣିବେ କେମିତି ?Baleswar ।Odia News ।#local18

ବିନା ଔଷଧରେ ଭଲ ହେବ ହାଇ ବ୍ଲଡ୍ ପ୍ରେସର୍#odiahealthtips

ବିନା ଔଷଧରେ ଭଲ ହେବ ହାଇ ବ୍ଲଡ୍ ପ୍ରେସର୍#odiahealthtips

ରାତିରେ କେବେବି ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ #odiahealthtips

ରାତିରେ କେବେବି ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ #odiahealthtips

Heart attack ହେଲେ ବଞ୍ଚିବେ କେମିତି.....?? || Save your family from Heart attack..|| MITHA SYRUP ||

Heart attack ହେଲେ ବଞ୍ଚିବେ କେମିତି.....?? || Save your family from Heart attack..|| MITHA SYRUP ||

Heart Attack | ପାଞ୍ଚ S ଛାଡ଼ ନହେଲେ ଜୀବନ ନେବ ହାର୍ଟଆଟାକ୍ |  Health Tips | Odisha Reporter

Heart Attack | ପାଞ୍ଚ S ଛାଡ଼ ନହେଲେ ଜୀବନ ନେବ ହାର୍ଟଆଟାକ୍ | Health Tips | Odisha Reporter

Avoid These 5 Vegetables To Control Cholesterol।   @pratichitalks

Avoid These 5 Vegetables To Control Cholesterol। @pratichitalks

ଏସବୁ ଖାଇବା ବନ୍ଦ୍ କରନ୍ତୁ ରହିଛି ବିଷ#odiahealthtips

ଏସବୁ ଖାଇବା ବନ୍ଦ୍ କରନ୍ତୁ ରହିଛି ବିଷ#odiahealthtips

ଘରେ ବସି , ବିନା ଖର୍ଚ୍ଚରେ ଓଜନ କମାଇବା ପାଇଁ, ଆଜି ଠାରୁ ଏହି ୬ଟି ଖାଦ୍ୟ ଖାଇବା ବନ୍ଦ କରନ୍ତୁ | Reduce Weight

ଘରେ ବସି , ବିନା ଖର୍ଚ୍ଚରେ ଓଜନ କମାଇବା ପାଇଁ, ଆଜି ଠାରୁ ଏହି ୬ଟି ଖାଦ୍ୟ ଖାଇବା ବନ୍ଦ କରନ୍ତୁ | Reduce Weight

ଶରୀର ଓ ମନ ପାଇଁ 5 ଅଦ୍ଭୁତ ପ୍ରାଣାୟାମ | Top 5 Pranayama for Mind & Body | AddiYoga Odia Yoga

ଶରୀର ଓ ମନ ପାଇଁ 5 ଅଦ୍ଭୁତ ପ୍ରାଣାୟାମ | Top 5 Pranayama for Mind & Body | AddiYoga Odia Yoga

ଲିଭରକୁ ଖାଉଛି ମଦ ! ଖାଦ୍ୟ ହିଁ ଔଷଧ  || Yoga Trainer Pitambar Sahoo || Health Tips || Liver Disease ||OR

ଲିଭରକୁ ଖାଉଛି ମଦ ! ଖାଦ୍ୟ ହିଁ ଔଷଧ || Yoga Trainer Pitambar Sahoo || Health Tips || Liver Disease ||OR

ହାର୍ଟ ସମସ୍ୟା ସହଜରେ ହେବ ନାହିଁ | Prevent Heart Attack - Lifestyle, Food & Treatment | Dr. MP Tripathy

ହାର୍ଟ ସମସ୍ୟା ସହଜରେ ହେବ ନାହିଁ | Prevent Heart Attack - Lifestyle, Food & Treatment | Dr. MP Tripathy

ସାବଧାନ କରେଇଲେ ବଡ଼ ଡାକ୍ତର...  | EP - 134 | Podcast With Dr. Ashutosh Mohapatra

ସାବଧାନ କରେଇଲେ ବଡ଼ ଡାକ୍ତର... | EP - 134 | Podcast With Dr. Ashutosh Mohapatra

Cholesterol Symptoms and Treatment  କୋଲେଷ୍ଟ୍ରଲର ଲକ୍ଷଣ କଣ ? Baleswar ।Odia News ।#local18

Cholesterol Symptoms and Treatment କୋଲେଷ୍ଟ୍ରଲର ଲକ୍ଷଣ କଣ ? Baleswar ।Odia News ।#local18

କୋଲେଷ୍ଟ୍ରୋଲ କଣ୍ଟ୍ରୋଲ କରିବାର ଉପାୟ? | How to Control High Cholesterol? in Odia | Dr Sudhir Patnaik

କୋଲେଷ୍ଟ୍ରୋଲ କଣ୍ଟ୍ରୋଲ କରିବାର ଉପାୟ? | How to Control High Cholesterol? in Odia | Dr Sudhir Patnaik

What Should My Blood Sugar Be If I Have Diabetes?

What Should My Blood Sugar Be If I Have Diabetes?

ପ୍ରତିଦିନ ଲେମ୍ବୁପାଣି ପିଇଲେ ଭଲ ହେବ ଏହି ୧୨ଟି ରୋଗ#odiahealthtips

ପ୍ରତିଦିନ ଲେମ୍ବୁପାଣି ପିଇଲେ ଭଲ ହେବ ଏହି ୧୨ଟି ରୋଗ#odiahealthtips

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]