ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ଆଜି(10-Feb)ଶ୍ରୀପତିତପାବନଙ୍କ ଧୂପଆଳତୀର ଦିବ୍ୟଦର୍ଶନ

Автор: JAY JAGANNATH TV

Загружено: 2026-02-09

Просмотров: 1408

Описание: ✨ ଶ୍ରୀ ପତିତପାବନଙ୍କ ଧୂପଆଳତୀର ଦିବ୍ୟ ଦର୍ଶନ ✨

✨ ଆଜି (10-Feb-2026) – ଶ୍ରୀ ପତିତପାବନଙ୍କ ଧୂପଆଳତୀର ଦିବ୍ୟ ମୁହୂର୍ତ୍ତ ✨
ଶ୍ରୀମନ୍ଦିର, ପୁରୀର ପବିତ୍ର ଧୂପଆଳତୀ ଅବସରରେ ପ୍ରଭୁ ପତିତପାବନଙ୍କ ଦର୍ଶନ।
ଭକ୍ତମାନଙ୍କ ପାଇଁ ଏହି ମାଙ୍ଗଳିକ ମୁହୂର୍ତ୍ତ ଆଣେ ଶାନ୍ତି, ଆଶୀର୍ବାଦ ଓ ମଙ୍ଗଳ।

📺 ଦେଖନ୍ତୁ Jay Jagannath TV – ଆପଣଙ୍କ ଭକ୍ତିର ସହଚର
🙏 ଜୟ ଜଗନ୍ନାଥ | ଜୟ ଶ୍ରୀପତିତପାବନ

#DhupaAlati #PatitapabanaDhupaAlati #JayJagannathTV #OdiaBhakti #JagannathCulture #NamitaAgrawal #SitaramAgrawal #SidharthUtsav #SidharthTV


"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I

"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏

#jayjgannathtvlive #namitaagrawal #sidharthtv

Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397

Also available on all cable networks.
For More Info please contact - 6372804618

Also, visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U

#jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ଆଜି(10-Feb)ଶ୍ରୀପତିତପାବନଙ୍କ ଧୂପଆଳତୀର ଦିବ୍ୟଦର୍ଶନ

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ତୃତୀୟ ସ୍କନ୍ଧର ୨୬ ଅଧ୍ୟାୟ | Jay Jagannath TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ତୃତୀୟ ସ୍କନ୍ଧର ୨୬ ଅଧ୍ୟାୟ | Jay Jagannath TV

ଯୌତୁକରେ ଝିଅକୁ କ’ଣ ଦେବେ ||Joutukare Jhiaku Kana Debe ||Prasanta Mishra Kahile |

ଯୌତୁକରେ ଝିଅକୁ କ’ଣ ଦେବେ ||Joutukare Jhiaku Kana Debe ||Prasanta Mishra Kahile |

ଶୁଭ ମଙ୍ଗଳବାରରେ କାକଟପୁର ମା ମଙ୍ଗଳାଙ୍କ ଦିବ୍ୟ ବେଶ ଓ ଆଳତି ଦର୍ଶନ କରନ୍ତୁ🪔//maa mangala nka Arati🪔#arati#maa

ଶୁଭ ମଙ୍ଗଳବାରରେ କାକଟପୁର ମା ମଙ୍ଗଳାଙ୍କ ଦିବ୍ୟ ବେଶ ଓ ଆଳତି ଦର୍ଶନ କରନ୍ତୁ🪔//maa mangala nka Arati🪔#arati#maa

ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

ଆଜି(30-dec)କାକୁଡି ଖାଇଙ୍କ ମଙ୍ଗଳ ଆଳତୀ ଦର୍ଶନ | Jay Jagannath TV

ଆଜି(30-dec)କାକୁଡି ଖାଇଙ୍କ ମଙ୍ଗଳ ଆଳତୀ ଦର୍ଶନ | Jay Jagannath TV

ଶୁଣିଲେ ଶୁଣୁଥିବେ... | EP - 143 | Podcast With Viral Baba Asit Jena

ଶୁଣିଲେ ଶୁଣୁଥିବେ... | EP - 143 | Podcast With Viral Baba Asit Jena

Does Malika Bachan Predict 2026 as a Year of Destruction? Expert Analysis | OTV Podcast

Does Malika Bachan Predict 2026 as a Year of Destruction? Expert Analysis | OTV Podcast

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ତୃତୀୟ ସ୍କନ୍ଧର ୩୩ ଅଧ୍ୟାୟ | Jay Jagannath TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ତୃତୀୟ ସ୍କନ୍ଧର ୩୩ ଅଧ୍ୟାୟ | Jay Jagannath TV

Jagannatha Tume Parambramha - ଜଗନ୍ନାଥ ତୁମେ ପରଂବ୍ରହ୍ମ | Soulful Odia Devotional Song | Namita Agrawal

Jagannatha Tume Parambramha - ଜଗନ୍ନାଥ ତୁମେ ପରଂବ୍ରହ୍ମ | Soulful Odia Devotional Song | Namita Agrawal

"ଆଙ୍ଗୁଠି କାଟିବୁ ନା ହାତ?" ଡାକ୍ତରଙ୍କ କଥା ଶୁଣି ପାଦ ତଳୁ ମାଟି ଖସିଗଲା, ଶେଷରେ ଜଗା ଦେଖାଇଲେ ଚମତ୍କାର!

ଅବହେଳା କଲେ ପାନେ ପାଇଲେ... | EP - 80 | Asantu Gapa Suniba

ଅବହେଳା କଲେ ପାନେ ପାଇଲେ... | EP - 80 | Asantu Gapa Suniba

ମଣିଷ ଅଳ୍ପ ବୟସରେ ମରେ କାହିଁକି ! | ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

ମଣିଷ ଅଳ୍ପ ବୟସରେ ମରେ କାହିଁକି ! | ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

Sri Jagannath Morning Aarti | ଶ୍ରୀ ଜଗନ୍ନାଥ ଆରତୀ | Namita Agrawal & Subash Dash | Sidharth Bhakti

Sri Jagannath Morning Aarti | ଶ୍ରୀ ଜଗନ୍ନାଥ ଆରତୀ | Namita Agrawal & Subash Dash | Sidharth Bhakti

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ତୃତୀୟ ସ୍କନ୍ଧର ୩୨ ଅଧ୍ୟାୟ | Jay Jagannath TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ତୃତୀୟ ସ୍କନ୍ଧର ୩୨ ଅଧ୍ୟାୟ | Jay Jagannath TV

Sri Jagannatha Trahimam | ଶ୍ରୀ ଜଗନ୍ନାଥ ତ୍ରାହିମାମ | Manasi Patra | Jagannatha Rakhyamam | Music World

Sri Jagannatha Trahimam | ଶ୍ରୀ ଜଗନ୍ନାଥ ତ୍ରାହିମାମ | Manasi Patra | Jagannatha Rakhyamam | Music World

Случаи в Природе Один на Миллион

Случаи в Природе Один на Миллион

Jagannath Aarti | Sri Jagannath Morning Aarti | ଶ୍ରୀ ଜଗନ୍ନାଥ ଆରତୀ | Jagannath Mantra | Music World

Jagannath Aarti | Sri Jagannath Morning Aarti | ଶ୍ରୀ ଜଗନ୍ନାଥ ଆରତୀ | Jagannath Mantra | Music World

ଆଜି (15-1-2026)ଗୁରୁବାରରେ ମା'ତୋରଣଲକ୍ଷ୍ମୀଙ୍କ ମାଜଣା ନୀତି | JAY JAGANNATH TV

ଆଜି (15-1-2026)ଗୁରୁବାରରେ ମା'ତୋରଣଲକ୍ଷ୍ମୀଙ୍କ ମାଜଣା ନୀତି | JAY JAGANNATH TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ତୃତୀୟ ସ୍କନ୍ଧର ୩୦ ଅଧ୍ୟାୟ | Jay Jagannath TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ତୃତୀୟ ସ୍କନ୍ଧର ୩୦ ଅଧ୍ୟାୟ | Jay Jagannath TV

Shree Jagannathanka Janma Kahani | Sourav Bharadwaj | Krushna Chandra | Nila Madhab, Sabitree Bhakti

Shree Jagannathanka Janma Kahani | Sourav Bharadwaj | Krushna Chandra | Nila Madhab, Sabitree Bhakti

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]