ମିଛୁଆ ପୁଲିସ, ମହିଳାଙ୍କୁ ଭାଇରାଲ ଧମକ | Odisha Reporter
Автор: Odisha Reporter
Загружено: 2026-02-11
Просмотров: 336
Описание:
#ଅଶ୍ଲୀଳ_ଭିଡିଓ_ଭାଇରାଲ୍_କରିବ_କହି_ଟଙ୍କା_ମାଗୁଥିଲା
ମୁହଁରେ କଳା କପଡ଼ା ପିନ୍ଧି ଛିଡ଼ା ହୋଇଥିବା ଏ ବ୍ୟକ୍ତି ଜଣଙ୍କ ହେଉଛି ସେହି 420 କୁଖ୍ୟାତ ଠକ । ପୋଲିସ ପରିଚୟ ଦେଇ ଏକାଧିକ ମହିଳାଙ୍କୁ ବ୍ଲାକ୍ ମେଲ୍ କରୁଥିଲା । ବାଛି ବାଛି ମହିଳାଙ୍କୁ କଲ୍ ଆଉ ମେସେଜ୍ କରୁଥିଲା । ପୋଲିସର ପରିଚୟ ଦେଇ କହୁଥିଲା ଜଣଙ୍କ ପାଖରେ ତୁମ ଭିଡିଓ ଅଛି । ଯଦି ତାଙ୍କୁ ଟଙ୍କା ନଦିଅ ତେବେ ସେ ଭିଡିଆ ଭାଇରାଲ୍ କରିଦେବ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #OdishaReporter #cyberfraud #puri #Arrest #CyberCrime #FakePolice #BlackmailCase #OdishaNews #BTechFraud
Повторяем попытку...
Доступные форматы для скачивания:
Скачать видео
-
Информация по загрузке: