କେନ୍ଦ୍ର ଭତ୍ତାକୁ ଡାଇଭର୍ଟ କରିଛି ଓଡ଼ିଶା ! | CAG: Central Grants Diverted in Bhubaneswar's BMC Review
Автор: Odisha Reporter
Загружено: 2023-10-05
Просмотров: 774514
Описание:
କେନ୍ଦ୍ରୀୟ ଅନୁଦାନକୁ ରାଜ୍ୟ ଅନୁଦାନରେ ମିଶାଇ ଅନେକ ସମୟରେ ରାଜ୍ୟ ବାହାବା ନିଏ ବୋଲି ଅଭିଯୋଗ ହୁଏ। ତେବେ ଏଭଳି ଏକ ଅଭିଯୋଗର ସତ୍ୟତାକୁ ଏବେ ଧରିଛନ୍ତି ସିଏଜି। ନିକଟରେ ସିଏଜି ବିଧାନସଭାରେ ଉପସ୍ଥାପନ କରିଥିବା ସ୍ଥାନୀୟ ପଂଚାୟତିରାଜ ଅନୁଷ୍ଠାନ ଓ ପୌର ସଂସ୍ଥାଗୁଡ଼ିକର ଅଡିଟ କରିବା ବେଳେ ଏହା ପଦାକୁ ଆସିଛି । ନମୁନା ରୂପେ 9ଟି ପୌର ସଂସ୍ଥାର ଅନୁପାଳନ ସମୀକ୍ଷା କଲାବେଳେ ସିଏଜି ଭୁବନେଶ୍ବର ମହାନଗର ନିଗମ ବା ବିଏମସିରେ କେନ୍ଦ୍ରୀୟ ଅନୁଦାନ ଡାଇଭର୍ସନକୁ ଧରିଛନ୍ତି। Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #pensions #Odisha #OdishaSarkar #OdishaGovernment #PM #NarendraModi #KendraSarkar #KendraPension
Повторяем попытку...
Доступные форматы для скачивания:
Скачать видео
-
Информация по загрузке: