ନବରଙ୍ଗପୁରର ପୁସ୍ପୁନି ପର୍ବ | ଚାଷୀଙ୍କ ଖୁସି, ମାଟିର ଉତ୍ସବ | Puspuni Nabarangpur
Автор: News Ground Zero
Загружено: 2026-01-04
Просмотров: 389
Описание:
ନବରଙ୍ଗପୁର ଜିଲ୍ଲାରେ ଆନନ୍ଦ ଓ ଆସ୍ଥା ସହ ପାଳିତ ହେଉଛି ପୁସ୍ପୁନି ପର୍ବ।
ଏହି ପର୍ବ ଚାଷୀମାନଙ୍କ ପାଇଁ ନୂଆ ଆଶା, ଭଲ ଫସଲ ଓ ସମୃଦ୍ଧିର ପ୍ରତୀକ।
ଗାଁ ଗାଁରେ ମାଟିକୁ ପୂଜା, ଘରେ ଘରେ ପାରମ୍ପରିକ ଖାଦ୍ୟ, ନୂଆ ଆରମ୍ଭର ପ୍ରାର୍ଥନା — ସବୁକିଛି ମିଶି ପୁସ୍ପୁନିକୁ କରେ ଏକ ଅଲଗା ପର୍ବ।
Повторяем попытку...
Доступные форматы для скачивания:
Скачать видео
-
Информация по загрузке: