ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

❤️OMSPF❤️

Автор: ODISHA MATRUSHAKTI PRAGATI FOUNDATION

Загружено: 2026-01-08

Просмотров: 222

Описание: ସଂସ୍କୃତି ଭବନ ଠାରେ ଓଡିଶା ମାତ୍ରୁଶକ୍ତି ପ୍ରଗତି ଫାଉଣ୍ଡେସନର ବାର୍ଷିକ ଉତ୍ସବ ପାଳିତ। ତା-୨୨-୧୧-୨୫ରିଖ ମାଲକାନଗିରି ଜିଲ୍ଲା ସଦରମହକୁମା ସ୍ଥିତ ସଂସ୍କୃତି ଭବନ ଠାରେ ଓଡିଶା ମାତ୍ରୁଶକ୍ତି ପ୍ରଗତି ଫାଉଣ୍ଡେସନର ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି।ଏହି ଉତ୍ସବରେ ମାଲକାନଗିରି ବିଧାୟକ ଶ୍ରୀଯୁକ୍ତ ନରସିଂହ ମାଡକାମୀ,ଚିତ୍ରକୋଣ୍ଡା ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲ,ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ଯକ୍ଷା ଶ୍ରୀମତୀ ସମାରୀ ତାଙ୍ଗୁଲୁ, ମାଲକାନଗିରି ବ୍ଲକ ଉପାଧ୍ଯକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ହାଲଦାର,ଵରିଷ୍ଠ ସାମ୍ବାଦିକ ତଥା ଓଡିଶା ସାହିତ୍ୟ। ଏକାଡେମୀ ସଦସ୍ଯ ଶ୍ରୀଯୁକ୍ତ ରତ୍ନାକର ଦାଶ ଓ ସଂସ୍ଥାର ନିର୍ଦ୍ଦେଶ କ ତଥା ସଂସ୍ଥାପକ ଶ୍ରୀଯୁକ୍ତ ବିଦ୍ଯା ଧର ନାୟକ ଯୋଗଦେଇଥିଲେ।ସଂସ୍ଥାର ଏକବର୍ଷ ପୂର୍ତ୍ତି ଉପଲକ୍ଷେ ଅତିଥି ମାନଙ୍କ ଗହଣରେ ଜାତୀୟସଙ୍ଗୀତ ଗାନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଅତିଥି ମାନଙ୍କ କରକମଳରେ ସଂସ୍ଥାର ପ୍ରତିଷ୍ଠା ଓ ଏକବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସୁନ୍ଦର ଓ ଭାବପୂର୍ଣ୍ଣ ଗୀତ ମାଲକାନଗିରି ଜିଲ୍ଲା ଉଦ୍ଦେଶ୍ଯରେ ଉନ୍ମୋଚନ ଓ ଜିଲ୍ଲା ଉଦ୍ଦେଶ୍ଯରେ ଉତ୍ସର୍ଗ କରାଯାଇଥିଲା ।ଏଥିରେ ମାଲକାନଗିରି ଜିଲ୍ଲାର ସାତୋଟି ବ୍ଲକର ବ୍ଲକ ଏରିଆ ମ୍ଯାନେଜର,ଫିଲ୍ଡ ଅଫିସର,ଏଜେଣ୍ଟ ଜିଲ୍ଲ ପରିଚାଳକ ଏହିଭଳି ମୋଟ ୭୦୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସଂସ୍ଥାର ନିର୍ଦ୍ଦେଶକ ତଥା ପରିଚାଳକ ସଂସ୍ଥାର ଲକ୍ଷ୍ଯ ଓ ଉଦ୍ଦେଶ୍ଯ ବିଷୟରେ ବର୍ଣ୍ଣନା କରି କହିଥିଲେଯେ,ସଂସ୍ଥାଦ୍ୱାରା ଓଡିଶା ର ସମସ୍ତ ମହିଳା ମାନଙ୍କୁ ସ୍ବାବଲମ୍ବୀ ତଥା ଆତ୍ମନିର୍ଭରଶୀଳ କରିବା ହେଉଛି ମୁଖ୍ଯ ଉଦ୍ଦେଶ୍ଯ।ସଂସ୍ଥା ଆଗାମୀ ଦିନରେ ନାରୀ ଶିକ୍ଷା,ସ୍ବଚ୍ଛତା,ପରିବେଶ ପର୍ଯ୍ୟାବରଣ,ସମାଜସେବା,ଦକ୍ଷତା ତାଲିମ,ଜୈବ ପ୍ରଣାଳୀରେ ଚାଷ,ସ୍ବାସ୍ଥ୍ଯ ସେବା ଆଦି କାର୍ଯ୍ୟକୁ ପ୍ରାଧାନ୍ଯ ଦେବ।ଏଥି ସହ ସଂସ୍ଥାର ଏକବର୍ଷ ପୂର୍ତ୍ତି ଉପଲକ୍ଷେ ମାଲକାନଗିରି ଜିଲ୍ଲା ପାଇଁ ମାଲକାନଗିରି ଜିଲ୍ଲାର ସମସ୍ତ ବ୍ଲକ ପାଇଁ ସଂସ୍ଥା ତରଫରୁ ଅତିଥି ମାନଙ୍କ ଦ୍ବାରା ପ୍ରକଳ୍ପ ଉଦଘାଟନ କରାଯାଇଅଛି।
ଅଳ୍ପଦିନ ମଧ୍ଯରେ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ ସ୍ତରରେ ମଧ୍ଯ ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ସଂସ୍ଥାର ନିର୍ଦ୍ଦେଶକ ତଥା ସଂସ୍ଥାପକ ଶ୍ରୀଯୁକ୍ତ ବିଦ୍ଯାଧର ନାୟକ ଘୋଷଣା କରିଥିଲେ।
#womenempowerment #odishamatrushaktipragatifoundation #odisha #malkangiri #bidyadharnayak #odishamahilashakti
#matrushakti

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
❤️OMSPF❤️

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

❤️OMSPF❤️Honble MLA Narasinha madkami #bjpleader #odishamahilashakti #womenempowerment #narishakti

❤️OMSPF❤️Honble MLA Narasinha madkami #bjpleader #odishamahilashakti #womenempowerment #narishakti

Эвакуация из столицы? / Срочные действия властей

Эвакуация из столицы? / Срочные действия властей

Пряма трансляція ІІ Фестивалю колядок «Сяйво Різдва» при Свято-Вознесенському соборі ПЦУ м.Рівне

Пряма трансляція ІІ Фестивалю колядок «Сяйво Різдва» при Свято-Вознесенському соборі ПЦУ м.Рівне

Kedara Gouri - କେଦାର ଗୌରୀ | Full Episode 600 | Odia Mega Serial | Sidharth TV @8:30PM

Kedara Gouri - କେଦାର ଗୌରୀ | Full Episode 600 | Odia Mega Serial | Sidharth TV @8:30PM

⚡️НОВОСТИ | КАДЫРОВА ВЫВЕЗЛИ ИЗ РФ | ГРЕНЛАНДИЯ ПРОТИВ ТРАМПА | ЛЕД УПАЛ НА КОЛЯСКУ В МОСКВЕ | ИРАН

⚡️НОВОСТИ | КАДЫРОВА ВЫВЕЗЛИ ИЗ РФ | ГРЕНЛАНДИЯ ПРОТИВ ТРАМПА | ЛЕД УПАЛ НА КОЛЯСКУ В МОСКВЕ | ИРАН

ಮಗ್ಗಿಯನ್ನ ಹೀಗೂ ಕಲಿಸಬಹುದಾ.....?

ಮಗ್ಗಿಯನ್ನ ಹೀಗೂ ಕಲಿಸಬಹುದಾ.....?

ВК

ВК "Олімпія" vs ВК "Нафтуся" | 18.01.2026 | Вища ліга 2025/26 | Жінки

❤️OMSPF❤️ #samaritangulu #zillaparisadamalkanagir #bjdleader #womenempowerment #odishamahilashakti

❤️OMSPF❤️ #samaritangulu #zillaparisadamalkanagir #bjdleader #womenempowerment #odishamahilashakti

ମକର ସଂକ୍ରାନ୍ତିରେ ମତେ କଣ ସବୁ ଶୁଣିବାକୁ ପଡିଲା / Rupa Pin2 Khushi

ମକର ସଂକ୍ରାନ୍ତିରେ ମତେ କଣ ସବୁ ଶୁଣିବାକୁ ପଡିଲା / Rupa Pin2 Khushi

Служение 18.01.2026 | 17:00

Служение 18.01.2026 | 17:00

Maya O Mamata - ମାୟା ଓ ମମତା | Full Episode 600 | Odia Mega Serial | Mon–Sat @7PM | Sidharth TV

Maya O Mamata - ମାୟା ଓ ମମତା | Full Episode 600 | Odia Mega Serial | Mon–Sat @7PM | Sidharth TV

CEP - Rosyjska infrastruktura nie wytrzymuje tej zimy.

CEP - Rosyjska infrastruktura nie wytrzymuje tej zimy.

❤️OMSPF❤️ A Journey of Hope & Empowerment, A Story Of Courage, A New Beginning, #odishamatrushakti

❤️OMSPF❤️ A Journey of Hope & Empowerment, A Story Of Courage, A New Beginning, #odishamatrushakti

ମା ଡାକ କେତେ ମଧୁର

ମା ଡାକ କେତେ ମଧୁର

❤️OMSPF❤️ #OdishaMatrushakti #womenempowerment #narishakti #korkondablock #mahilashakti  #odiasong #

❤️OMSPF❤️ #OdishaMatrushakti #womenempowerment #narishakti #korkondablock #mahilashakti #odiasong #

КТО ТАКИЕ БЕЛОРУСЫ НА САМОМ ДЕЛЕ? Разгадка в ДНК

КТО ТАКИЕ БЕЛОРУСЫ НА САМОМ ДЕЛЕ? Разгадка в ДНК

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]