କହିବାକୁ ଲାଜ ଶୁଣିଲେ ପାପ part -1
Автор: Anil Rout
Загружено: 2026-01-08
Просмотров: 99
Описание:
କହିବାକୁ ଲାଜ ଶୁଣିଲେ ପାପ
ତାରିଖ - ୪/୧୧/୨୦୨୫
ସ୍ଥାନ - ନୀଳକଣ୍ଠେଶ୍ଵର ମନ୍ଦିର ପଡିଆ
ପରିଚାଳନା କମିଟି - ପଟିଆ ଡ୍ରାମାଟିକ୍ କ୍ଲବ୍ , ରାଉତ ସାହି, ପଟିଆ ଗଡ
ରଚନା - ଅଜୟ ସ
ନିର୍ଦ୍ଦେଶନା - ତ୍ରିଦେବ ଛୋଟରାୟ
ସଙ୍ଗୀତ - ମାଷ୍ଟର ଅରମାନ୍
ନୃତ୍ୟ - ଭିକି ଡାନ୍ସ ଗ୍ରୁପ୍
ଉପସ୍ଥାପକ - ଯଜ୍ଞାଶୁ
ବିଶେଷ କୃତଜ୍ଞତା
୧. ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ପରିଚାଳନା କମିଟି
୨. ପଟିଆ ଡ୍ରାମାଟିକ କ୍ଲବ୍ , ରାଉତ ସାହି
🌏 ଶ୍ରୀ ଶ୍ରୀ କର୍ତିକେଶ୍ୱର ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସାହାଯ୍ୟ ସହଯୋଗ କରିଥିବାରୁ ସମସ୍ତ ଗୁରୁଜନ ଓ ଛୋଟ ବଡ଼ ଭାଇ ମାନଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ 🙏
Повторяем попытку...
Доступные форматы для скачивания:
Скачать видео
-
Информация по загрузке: