ଇସ୍ରାଏଲକୁ ଦେଢ଼ବର୍ଷ ହେଲା ଗଲେଣି, ମୋ ସ୍ୱାମୀଙ୍କୁ ଫେରାଇ ଆଣ !Thousands of Indians stuck in Israel
Автор: Pratidin TV
Загружено: 2026-03-02
Просмотров: 87448
Описание:
ଇସ୍ରାଏଲକୁ ଦେଢ଼ବର୍ଷ ହେଲା ଗଲେଣି, ମୋ ସ୍ୱାମୀଙ୍କୁ ଫେରାଇ ଆଣ !
ମଧ୍ୟପ୍ରାଚ୍ୟରେ ଯୁଦ୍ଧ,ଆଶଙ୍କାରେ କେନ୍ଦ୍ରାପଡା ଜିଲ୍ଲାରେ ରହୁଥିବା ବିଦେଶରେ ଥିବା ବ୍ୟକ୍ତିଙ୍କ ପରିବାର।ଇରାନ ସହ ଲାଗି ରହିଥିବା ଯୁଦ୍ଧରେ ଇଜରାଏଲ,ଓମାନ,ସାଉଦି ଓ ଦୁବାଇ ପ୍ରଭାବିତ ହେଉଥିବା ବେଳେ ସେଠାରେ ବିଭିନ୍ନ କାମରେ ରହୁଥିବା କେନ୍ଦ୍ରାପଡା ଜିଲ୍ଲାର ଲୋକେ ବର୍ତ୍ତମାନ ଘରକୁ ଫେରିବା ଚିନ୍ତାରେ ଅଛନ୍ତି।ଏପଟେ ପରିବାର ଲୋକେ ଯୁଦ୍ଧର ବିଭୀଷିକାକୁ ଟିଭିରେ ଦେଖି ଭୟରେ ରହୁଥିବା କହିଛନ୍ତି।Thousands of Indians stuck in Israel
#OdishaDiaspora_MiddleEast#PrabasiOdia_Safety#MiddleEastCrisis_Odisha#OdishaHelpline_Update#WarSituation#DiasporaSafety#EmergencyResponse#GovernmentAction #pratidintv
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Повторяем попытку...
Доступные форматы для скачивания:
Скачать видео
-
Информация по загрузке: