ମିଶନ 90+ : 7 ଦିନରେ Maths Topper Strategy | Class 10|100% Select & Sure Questions
Автор: Science Career Hub
Загружено: 2026-02-04
Просмотров: 282
Описание:
ନମସ୍କାର ପିଲେମାନେ! 😊
Maths ନାଁ ଶୁଣିଲେ ଭୟ ଲାଗୁଛି କି? Time କମ୍ ଆଉ syllabus ବେଶି? ତେବେ ଏହି video ତୁମ ପାଇଁ!
ଏହି video ରେ ମୁଁ ନେଇଆସିଛି 7 ଦିନର ସ୍ପେସାଲ Master Plan, ଯାହା follow କଲେ ତୁମେ ସହଜରେ 90+ marks ଲକ୍ଷ୍ୟ କରିପାରିବ।
ଏହି video ରୁ ତୁମେ କଣ ପାଇବ?
✅ 100% Select & Sure Questions
✅ Most Important Chapters list
✅ Step-by-step easy solution
✅ Exam pattern anusar short tricks
✅ 7 ଦିନର perfect time table
✅ କମ୍ ପଢି ବେଶି marks ଆଣିବା formula
ଯେଉଁ ପିଲେ ଭାବୁଛନ୍ତି – “ମୋ ଦ୍ୱାରା Maths ହେବନି”, ସେମାନେ ଏହି video ନିଶ୍ଚୟ ଦେଖ। ଠିକ୍ direction re ପଢିଲେ 90+ ଅସମ୍ଭବ ନୁହେଁ 💯
👉 Video ଭଲ ଲାଗିଲେ
LIKE 👍 • COMMENT 💬 • SUBSCRIBE 🔔 କରିଦିଅ
#class10th
#odiamediumclass
#science
#education
#odia
#odiastudy
#odiastudent
#odiastory
#odishanews
#odishabhaskar
Повторяем попытку...
Доступные форматы для скачивания:
Скачать видео
-
Информация по загрузке: