ଜଙ୍ଗଲରେ ଶୁଭୁଛି ପାଉଁଜିର ଶବ୍ଦ || Maa Ugratara : A Story of Blessings || Bhusandpur, Khordha || OR
Автор: Odisha Reporter
Загружено: 2024-10-06
Просмотров: 4458
Описание:
ଜଙ୍ଗଲରେ ଶୁଭୁଛି ପାଉଁଜିର ଶବ୍ଦ | Maa Ugratara : A Story of Blessings || Maa Ugratara Temple, Bhusandpur, Khordha || Odisha Reporter
#ଚୂଡି_ପିନ୍ଧି_ପୂଜକଙ୍କୁ_ବାପା_କରିଥିଲା_ମା_ଉଗ୍ରତାରା
ଖୋର୍ଦ୍ଧା ଗଡ଼ର ଆରାଧ୍ୟ ଠାକୁରାଣୀ ମା' ଉଗ୍ରତାରା। ପ୍ରତ୍ୟେକ୍ଷ ଠାକୁରାଣୀ । ମା ଉଗ୍ରତାରଙ୍କ ବିଷୟରେ ଏକ ଲୋକକଥା ଅଛି। ମା' କାଳେ ଜଣେ ଶଙ୍ଖାରୀ ଠାରୁ ଚୂଡି ପିନ୍ଧିଥିଲା। ଆଉ ପଇସା ଦେଲା ବେଳକୁ ପୂଜକର ଝିଅ ବୋଲି ପରିଚୟ ଦେଇ ପୂଜକଙ୍କୁ ଧନ୍ୟ କରିଦେଲେ। ଶୁଣନ୍ତୁ ମା'ର ଏହି କିମ୍ବଦନ୍ତୀର କଥା...
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #maaugratara #Bhusandpur #khordha #shaktipitha #maatara #odisha #mystrey #OdishaReporter
Повторяем попытку...
Доступные форматы для скачивания:
Скачать видео
-
Информация по загрузке: