ରାତିରେ ଫୋନ କରି ୨୦୦ ଟଙ୍କା ମାଗିଥିଲା ବିରିୟାନି ଖାଇବା ପାଇଁ || KIIT University Student's Death || OR
Автор: Odisha Reporter
Загружено: 2025-04-01
Просмотров: 37535
Описание:
କିଟ୍ ରେ ପାଠ ପଢ଼ୁଥିଲା ପୁଅ... ଅଚାନକ୍ ପୁଅର ମୃତ୍ୟୁ ଖବର ଶୁଣି ଧାଇଁ ଆସିଛନ୍ତି ପରିବାର। ପାଠ ପଢ଼ୁଆ ଭେଣ୍ଡିଆ ପୁଅର ମୃତଦେହ ଦେଖି ଭୋ ଭୋ ହୋଇ କାନ୍ଦି କାନ୍ଦିଲା ମାଆ । ସେପଟେ ବାପା କହିଛନ୍ତି 'କାହା ସହ ଝଗଡ଼ା ନଥିଲା ମରିବା ପୂର୍ବରୁ ତା ମାଆ ଓ ଜେଜେମା ସହ କଥା ହୋଇଥିଲା। ପୋଲିସ କହୁଛି ତଦନ୍ତ କରୁଛି । କେମିତି ମଲା ପୋଲିସ କହିବ ।'
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #KIITStudent #KIITUniversity #Bhubaneswar #Odisha #OdishaReporter
Повторяем попытку...
Доступные форматы для скачивания:
Скачать видео
-
Информация по загрузке: