କେମିତି ତୁ ହେଲୁ ଏତେ ନିଷ୍ଠୁର || KEMITI TU HELU ETE NISTHUR || BRAJABANDHU NAYAK || ROMANTIC ODIA SONG
Автор: Om Maa Creation
Загружено: 2026-02-26
Просмотров: 2597
Описание:
Song name - Kemiti Tu Helu Ete Nisthur
Lyrics - Brajabandhu Nayak
Voice - AI generate
👉your quires👇
❤️kemiti helu tu ete nisthur
❤️କେମିତି ହେଲୁ ତୁ ଏତେ ନିଷ୍ଠୁର
❤️new song
❤️new odia song
❤️odia song
❤️odia album
❤️new odia album
❤️new romantic song 2026
❤️new song 2026
❤️sad song
❤️new sad song
❤️ବିଚ୍ଛେଦର ଗୀତ
ପ୍ରେମ କରିବା ତୁ ଶିଖାଇଲୁ ଗୋରୀ
ଧାରଣା ନଥିଲା ମୋର
ପ୍ରେମର ଧାରଣା ମୋତେ ତୁ ଦେଇ
ହୋଇଗଲୁ ଆଉ କାହାର
ଭୁଲି ପାରୁ ନାହିଁ
ଖୋଜି ପାଉ ନାହିଁ
ଭୁଲି ପାରୁ ନାହିଁ
ଖୋଜି ପାଉ ନାହିଁ
ଅଭୁଲା ରୁପକୁ ତୋର
ପ୍ରିୟା ଲୋ...ମୋ .. ପ୍ରିୟା ଲୋ
ପ୍ରିୟା ଲୋ... ମୋ.. ପ୍ରିୟା ଲୋ
କେମିତି ତୁ ହେଲୁ ଏତେ ନିଷ୍ଠୁର,....ଏତେ ନିଷ୍ଠୁର
ତୁ... ଚାଲିଗଲୁ......
ତୋ... ଶାଶୂଘର...
ଲଗାଇ କାହା ସିନ୍ଦୁର
ତୋ ସିନ୍ଦୁର ଦେଖି,
ମୋର ଦୁଇ ଆଖି
ମାରେ ହୃଦୟେ ପ୍ରହାର
ଦୁଇପଟ ଶଙ୍ଖା
ଟୋପାଏ ସିନ୍ଦୁର
ଦୁଇପଟ ଶଙ୍ଖା
ଟୋପାଏ ସିନ୍ଦୁର
କରିଦେଲା ସାତ ପର
ପ୍ରିୟା ଲୋ..... ମୋ...ପ୍ରିୟା ଲୋ
ପ୍ରିୟା ଲୋ.... ମୋ... ପ୍ରିୟା ଲୋ
କେମିତି ତୁ ହେଲୁ ଏତେ ନିଷ୍ଠୁର,...... ଏତେ ନିଷ୍ଠୁର
ତୋ ପାଇଁ ମୁଁ......
ମୋ ପାଇଁ ତୁ....
କରୁଥିଲେ ମିଶି ଜାଗର
ତୋ କଥା ଭାବି
ଚେଇଁ ମୁଁ ରହୁଛି
ସବୁରାତି ଉଜାଗର
ନିଦ ହଜାଇଲୁ
ସ୍ବପ୍ନ ଭାଙ୍ଗିଦେଲୁ
ନିଦ ହଜାଇଲୁ
ସ୍ବପ୍ନ ଭାଙ୍ଗିଦେଲୁ
ଏ କି ତୋର ଅବିଚାର
ପ୍ରିୟା ଲୋ.... ମୋ... ପ୍ରିୟା ଲୋ
ପ୍ରିୟା ଲୋ.... ମୋ... ପ୍ରିୟା ଲୋ
କେମିତି ତୁ ହେଲୁ ଏତେ ନିଷ୍ଠୁର,..... ଏତେ ନିଷ୍ଠୁର
ତୋ ବିନା ମୁଁ....
କେମିତି ବଞ୍ଚିବି
ସେ କଥା ବି ଜାଣିନାହିଁ
ଏ ଜନ୍ମେ ନ ହେଲେ, ପୁଣି ଜନ୍ମ ନେବି
କେବଳ ତୋହରି ପାଇଁ
ମୁଁ ମଲାପରେ
ଲୁହ ଟୋପେ ଦେବୁ
ମୁଁ ମଲା ପରେ
ଲୁହ ଟୋପେ ଦେବୁ
ଏତିକି ବିନତି ମୋର
ପ୍ରିୟା ଲୋ..... ମୋ.... ପ୍ରିୟା ଲୋ
ପ୍ରିୟା ଲୋ..... ମୋ.... ପ୍ରିୟା ଲୋ
କେମିତି ତୁ ହେଲୁ ଏତେ ନିଷ୍ଠୁର,.... ଏତେ ନିଷ୍ଠୁର
ଭୁଲି ପାରୁ ନାହିଁ
ଖୋଜି ପାଉ ନାହିଁ
ଭୁଲି ପାରୁ ନାହିଁ
ଖୋଜି ପାଉ ନାହିଁ
ଅଭୁଲା ରୁପକୁ ତୋର
ପ୍ରିୟା ଲୋ.... ମୋ... ପ୍ରିୟା ଲୋ
ପ୍ରିୟା ଲୋ... ମୋ.... ପ୍ରିୟା ଲୋ
କେମିତି ତୁ ହେଲୁ ଏତେ ନିଷ୍ଠୁର,.. ଏତେ ନିଷ୍ଠୁର..... ଏତେ ନିଷ୍ଠୁର
.....ଏତେ ନିଷ୍ଠୁର....
.
#odiaalbums #kemitituheluetenisthur #କେମିତିତୁହେଲୁଏତେନିଷ୍ଠୁର #ଟ୍ରେଂଡିଂସଙ୍ଗ #ବିଚ୍ଛେଦରଗୀତ # newsadsong2026 #odianewsong #sadstory
#sadsong #odiasadsong #ଓଡ଼ିଆରୋମାଣ୍ଟିକସଙ୍ଗ #newodiaromanticsong2026 #song #ଓଡ଼ିଆସଙ୍ଗ #odiasong #heartbreakingsong #ନେବଓଦିଆଦାରଦସଙ୍ଗ #ଓଡ଼ିଆଗୀତ
Повторяем попытку...
Доступные форматы для скачивания:
Скачать видео
-
Информация по загрузке: