Salandi River Breach: 40-Ft Embankment Collapse Leaves 2000 Marooned in Odisha | Argus News
Автор: Argus News
Загружено: 2026-07-31
Просмотров: 638
Описание:
Salandi River Breach: 40-Ft Embankment Collapse Leaves 2000 Marooned in Odisha | Argus News
ସାଳନ୍ଦୀ ନଦୀରେ ୪୦ ଫୁଟର ଘାଇ ହେବା ଫଳରେ ଅର୍ଣ୍ଣପାଳ ଓ ରାଜମୁକୁନ୍ଦପୁର ଅଞ୍ଚଳରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ଏହି ଘାଇ ଯୋଗୁଁ ୨ ହଜାରୁ ଅଧିକ ଲୋକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ଶହ ଶହ ହେକ୍ଟର ଚାଷ ଜମି ଏବେ ଜଳମଗ୍ନ ହୋଇପଡ଼ିଛି। ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଥିବା ବେଳେ ପ୍ରଶାସନର ସହାୟତାକୁ ଚାହିଁ ରହିଛନ୍ତି।
#SalandiRiver #OdishaFlood #EmbankmentBreach #ArnapalFlood #Rajmukundpur #FloodUpdate #OdishaRain #VillageSubmerged #FarmLoss #FloodEmergency #OdishaNewsLive #OdishaNews #OdiaNews #BreakingNews #ArgusNews
-----
'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ ।
Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility.
****
Visit Our Official Website: https://www.argusnews.in/ (Odia)
Visit Our Official Website: https://argusenglish.in/ (English)
iOS App: http://bit.ly/ArgusNewsiOSApp
Android App: http://bit.ly/ArgusNewsAndroidApp
Live TV: https://argusnews.in/live-tv/
Facebook: / argusnews.in
Youtube : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900
***
#ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Повторяем попытку...
Доступные форматы для скачивания:
Скачать видео
-
Информация по загрузке: