ଚମ୍ପଟ ମାରିଛି ପୋଷ୍ଟ ମାଷ୍ଟର । Hard-Earned Savings Allegedly Stolen
Автор: KNews Odisha
Загружено: 2026-02-08
Просмотров: 113
Описание:
#ଗରିବଙ୍କ_ଟଙ୍କା_ହଜମ_ହେବ_ ତ
ନୀଳାବତୀ ଗିରି । ବାଲେଶ୍ବର ଜିଲ୍ଲା ବାଇଗଣ ବାଡ଼ିଆ ପ୍ରାଥମିକ ବିଦ୍ୟାଳୟରେ ରୋଷେୟା ଭାବରେ କାର୍ଯ୍ୟ କରନ୍ତି । ଏହା ସହିତ ଲୋକଙ୍କ ଘରେ କାମ କରି କଷ୍ଟେମଷ୍ଟେ ପରିବାର ଚଳାନ୍ତି । ତେବେ କଷ୍ଟ ଅର୍ଜିତ ରୋଜଗାରରୁ କିଛି କିଛି ଟଙ୍କା ପୋଷ୍ଟ ଅଫିସରେ ଟଙ୍କା ଜମା କରିଥିଲେ । ନିଜର ଘର ନଥିବାରୁ ପଲିଥିନ ଘେରା ଛପର ତଳେ ରହୁଛନ୍ତି ନୀଳାବତୀ । ଆଶା କରିଥିଲେ ନିଜର ସଞ୍ଚିତ ଟଙ୍କାରୁ ଗୋଟିଏ ଘର କରିବେ । ମାତ୍ର ପୋଷ୍ଟ ଅଫିସ ଜମା ଖାତାରେ ଆଉ ଟଙ୍କା ନାହିଁ । ତାଙ୍କ ଅଜାଣତରେ କିଏ ତାକୁ ହଡ଼ପ କରି ନେଇଛି ।
Neelabati Giri works as a cook at the Baigan Badia Primary School in Balasore district. Alongside this, she also works in people’s homes and manages her family with great difficulty. From her hard-earned income, she had been saving small amounts of money in a post office account.
As she does not own a house, Neelabati lives under a thatched roof covered with polythene sheets. She had hoped to build a house with her savings. However, there is no money left in her post office account. Without her knowledge, someone has withdrawn and taken it all.
#NeelabatiGiri
#HardEarnedSavings
#PostOfficeFraud
#PoorWomanStruggle
#JusticeForNeelabati
#RuralIndia
ଆମକୁ Subcribe କରିବା ପାଇଁ ଏବଂ ୱେବସାଇଟ ଓ ସୋସିଆଲ ମିଡିଆରେ ଫଲୋ କରିବା ପାଇଁ ନିମ୍ନଲିଖିତ ଲିଙ୍କ ଉପରେ କ୍ଲିକ କରନ୍ତୁ
Website: http://www.knewsodisha.com
Mobile App: https://t.ly/NsnzF
Facebook: / knewsodisha
YouTube: / knewsodisha
Twitter: / knewsodia
Instagram: / knewsodisha
#knews #knewsodisha #odisha #odishanews #ajirakhabar #ajiranews
Повторяем попытку...
Доступные форматы для скачивания:
Скачать видео
-
Информация по загрузке: