The AjiKali News Bulletin of 18th March 2024
Автор: The Ajikali
Загружено: 2024-03-17
Просмотров: 251
Описание:
୫୭ ବର୍ଷରେ ପଦାର୍ପଣ କଲେ ଦୈନିକ ସମ୍ବାଦ ପତ୍ର ‘ଆଜିକାଲି’ର ପରିଚାଳନା ସଂପାଦକ ଲକ୍ଷ୍ମୀ ନାରାୟଣ ମହାନ୍ତି, ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହ ପାଳିଲେ ଜନ୍ମଦିନ, ବାଲେଶ୍ୱର
ସାଧାରଣ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ବୈଠକ, ମତଦାନ କାର୍ଯ୍ୟରେ ନିୟୋଜିତ ହେବେ ୧୩ ହଜାର ୯୨୦ ଜଣ ପୋଲିଂ କର୍ମଚାରୀ, ବାଲେଶ୍ୱର
ଅଣସଙ୍ଗଠିତ ଶ୍ରମିକଙ୍କୁ ସାମାଜିକ ସୁରକ୍ଷାନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ, ବାଲେଶ୍ୱର
ନିର୍ବାଚନ ପାଇଁ ପ୍ରଶାସନର ଜୋରଦାର ପ୍ରସ୍ତୁତି, ୧୭୦ଟି କେନ୍ଦ୍ରରେ ମତଦାନ ସାବ୍ୟସ୍ତ କରିବେ ୧୩ ଲକ୍ଷ ୭୦ହଜାର ଭୋଟର, କେନ୍ଦୁଝର
ବିଜେପିରେ ଯୋଗ ଦେଲେ କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ୍, ହୋଇ ପାରନ୍ତି ଲୋକସଭା ସାଂସଦ ପ୍ରାର୍ଥୀ,ନୂଆଦିଲ୍ଲୀ
୧୬ ବର୍ଷ ପୂର୍ବରୁ ଗାଦି ହରାଇଥିଲେ ନେପାଳ ରାଜାଙ୍କୁ ପୁଣି ଥରେ ଫେରାଇଆଣିବାକୁ ଚେଷ୍ଟା କରୁଛନ୍ତି ବିରୋଧି,ନୂଆଦିଲ୍ଲୀ
ମମତାଙ୍କୁ ଧକ୍କା ଦେଲା କିଏ- ଡାକ୍ତରଙ୍କ ସୂଚନାକୁ ନେଇ ଚାଲିଛି ଆଲୋଚନା,ପଶ୍ଚିମବଙ୍ଗ
Website - https://theajikali.com/
E- newspaper - http://enewspaper.theajikali.com/
Facebook - / theajikali
Instagram - / theajikali
Twitter - / theajikali
Повторяем попытку...
Доступные форматы для скачивания:
Скачать видео
-
Информация по загрузке: