ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ଆଖି ବୁଜିଲେ ଲୋକଗୀତ ଗାୟିକା କୁନି ଛତ୍ରିୟା ! Renowned Folk Singer Kuni Chhatriya Passes Away ,Balangir

Автор: Pratidin TV

Загружено: 2026-01-15

Просмотров: 8581

Описание: ଆଖି ବୁଜିଲେ ଲୋକଗୀତ ଗାୟିକା କୁନି ଛତ୍ରିୟା ! ଆଉ ନାହାଁନ୍ତି ଲୋକ ଗୀତ ଗାୟିକା କୁନି ଛତ୍ରିଆ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ସେ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ପରେ ସମ୍ବଲପୁର ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ୭ ଦିନର ଚିକିତ୍ସା ପରେ ଆଖି ବୁଜିଲେ କୁନି ଛତ୍ରିଆ। ସେ ବଲାଙ୍ଗୀର ଜିଲ୍ଲାର ତୁଷୁରାରୁ ଯାଇ ରାଜ୍ୟ ତଥା ରାଜ୍ୟ ବାହାରେ ଘୁଡୁକା ବାଦ୍ୟ କରିବା ସହ ଲୋକ ଗୀତ ଗାୟିକା ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ। ତୁଷୁରା ଭଳି ଛୋଟ ଜାଗାରୁ ଯାଇ"ସାନ ବଡ ଘୁଡୁକା" ବାଦ୍ୟକୁ ଜାତୀୟ ସ୍ତରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଲୋକ ଗୀତ ଗାୟିକା କୁନି ଛତ୍ରିଆଙ୍କ ଗୀତ ଆଉ ଶୁଣି ହେବନି।
ବଲାଙ୍ଗୀର ଜିଲ୍ଲାର ତୁଷୁରାର କୁନି ଛତ୍ରିଆ ଘୁଡୁକା ବାଦ୍ୟ ସହ ଲୋକ ଗୀତ ଗାଇ ସୁନାମ ଅର୍ଜନ କରିଥିଲେ ।ତାଙ୍କର ବିୟୋଗ ରେ କଳାକାର ମହଲ ରେ ଶୋକ ର ଛାୟା ଖେଳି ଯାଇଛି। Renowned Folk Singer Kuni Chhatriya Passes Away ,Balangir
#balangir #FolkSinger #KuniChhatriya #passesaway

Vist our Website :https://www.pratidintv.com/
Like Our Facebook Page:   / pratidinodisha  
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel:    / @pratidintvodisha  

#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ଆଖି ବୁଜିଲେ ଲୋକଗୀତ ଗାୟିକା କୁନି ଛତ୍ରିୟା ! Renowned Folk Singer Kuni Chhatriya Passes Away  ,Balangir

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

ଅଧୁରା ରହି ଗଲା ସାନ ବଡ଼ ଘୁଡକା ( ଓଁ ଶାନ୍ତି - କୁନି ଛତ୍ରିଆ )  || Sana Bada Ghudka | Kuni chhatria Tribute

Renowned Folk Singer Kuni Chhatriya Passes Away After Seven Days of Treatment

ଅରିନ୍ଦମ୍ ମୋର ପ୍ରଥମ ପ୍ରେମ ଥିଲେ - Koyel Banerjee || Odia Mirchi

କେନ୍ତା କରି ଘୁଡକାକେ ଆଗକେ ନେଉଛନ୍ ସାନ, ବଡ ଆରୁ ଭାଉଜ

ନବୀନ ବାବୁ କହି ପାରିବେ , କାହିଁକି ବିଜେଡ଼ି ରୁ ନିଲମ୍ବିତ ହେଲେ ୨ ବିଧାୟକ ! Sura Routray ,BJD suspends 2 MLAs

Amar Chasi Kanduchhe | Ajit Jal & Sushama Jal | New Sambalpuri Studio Version | RKMedia

କିଛି ସମୟ ପରେ ବଡ଼  ଆକ୍ରମଣ ! European NATO Allies Deploy Symbolic Forces To Greenland । N18G

ଅଳ୍ପକେ ବଞ୍ଚିଗଲେ ନବୀନ ପଟ୍ଟନାୟକ | SUNIL JENA PODCAST  | ODISHA

ଗାୟିକା କୁନି ଛତ୍ରିଆଙ୍କ ପରଲୋକ | Folk Singer Kuni Chhatria Is No More | Argus News

ବୋଉଙ୍କ ପାଖରୁ ଆହୁରି କାମ ବାକିଥିଲା / Rupa Pin2 Khushi

ଆଉନାଇନ କୁନି ଛତ୍ରିଆ || Kuni Chhatria Tribute Sana Bada Ghudka Pashim Odisha Popular Kalakar

ଦେଶରେ ଗଦା ହୋଇଛି ହଜାର ହଜାର ମ-ରଶରୀର, ଭାରତୀୟଙ୍କୁ ଜଲଦି ଫେରିଆସିବା ପାଇଁ ଦିଆଗଲା ନିର୍ଦ୍ଦେଶ

'ମୁଁ ଓଡ଼ିଶାର ସନି ଲିଓନି, ମତେ ବଲିଉଡ୍ରୁ ଆସିଛି ଅଫର୍'| I am Sunny Leone of Odisha, says Nisha Maharana

KEN GAON JIMA SAJANI//Full VIDEO//Sambalpuri Video //Singer-Priyadarshinee & Pratyush//Sana & Dibya

କୁନି ଛତ୍ରିଆ ଆରୁ ନାଇଁନ BREKING NEWS | Natya maharshi production | viral news Kuni chhatria |

Papu pom pom Stage programe Comedy 2026 || Hasi Hasi Gadibe #papupompomcomedy

ED Raids Ganjam BJD Leader’s House, Cash Recovered from Almirah

ଠେମରା ମକରମେଲା||କୀର୍ତନଧାରା||ଏଲିନା ଶୀତଳ ଦିବ୍ୟା ନିକୁ ସୁନିଲ ସୁଶାନ୍ତ||FullMasti||😍😍 #sunnimahiofficial

ମନ କିଣି ନେବ ସହଦେବଙ୍କ ସମ୍ବଲପୁରୀ ଗୀତ | Ama Atithi | Sahadev Patel | Kanak News

କାହିଁକି କୀର୍ତ୍ତନ ମଝିରେ ଝମେଲା ହେଲା ମହେନ୍ଦ୍ର କାଣା କହିଲେ ସୁନିତା ଡରି ଗଲେ ମକର ସଂକ୍ରାନ୍ତି ( ସ୍ଥାନ-ଠେମରା )

© 2025 ycliper. Все права защищены.

  • Контакты
  • О нас
  • Политика конфиденциальности

Контакты для правообладателей: [email protected]