ପାକିସ୍ତାନୀ ସ୍ପିନର ଅବ୍ରାର୍ଙ୍କୁ କିଣିଲା ସନ୍ରାଇଜର୍ସ ଲିଡ୍ସ !Sunrisers Leeds sign Pakistan's Abrar Ahmed
Автор: Pratidin TV
Загружено: 2026-03-12
Просмотров: 358
Описание:
ପାକିସ୍ତାନୀ ସ୍ପିନର ଅବ୍ରାର୍ଙ୍କୁ କିଣିଲା ସନ୍ରାଇଜର୍ସ ଲିଡ୍ସ !ଭାରତୀୟ ଶିଳ୍ପପତି କଳାନିଧି ମାରାନ୍ଙ୍କ ମାଲିକାନାରେ ଥିବା ଫ୍ରାଞ୍ଚାଇଜି ସନ୍ରାଇଜର୍ସ ଲିଡ୍ସ ପାକିସ୍ତାନୀ ସ୍ପିନର ଅବ୍ରାର୍ ଅହମ୍ମଦଙ୍କୁ ୧୯୦,୦୦୦ ପାଉଣ୍ଡ୍ (ଭାରତୀୟ ମୁଦ୍ରାରେ ୨ କୋଟି ୩୪ ଲକ୍ଷ ଟଙ୍କା)ରେ କିଣିଛି । ଏହା ସହିତ ବ୍ରିଟିସ ଲିଗ୍ ‘ଦି ହଣ୍ଡ୍ରେଡ୍’ରେ ଭାରତୀୟ ମାଲିକାନାରେ ଥିବା ଫ୍ରାଞ୍ଚାଇଜିମାନେ ପାକିସ୍ତାନ ଖେଳାଳିଙ୍କ ପ୍ରତି ପାତରଅନ୍ତର କରୁଥିବା ନେଇ ହେଉଥିବା ଅଭିଯୋଗ ମିଥ୍ୟା ପ୍ରମାଣିତ ହୋଇଛି । Sunrisers Leeds sign Pakistan's Abrar Ahmed
#SunrisersLeeds #sign #Pakistan #AbrarAhmed #sportsnews
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Повторяем попытку...
Доступные форматы для скачивания:
Скачать видео
-
Информация по загрузке: