ବାରରେ ଝିଅ ନଚେଇବା ପଡ଼ିଲା ମହଙ୍ଗା ! Excise department sealed river club for bargirls dance in Bbsr.
Автор: Pratidin TV
Загружено: 2026-02-19
Просмотров: 1251
Описание:
ବାରରେ ଝିଅ ନଚେଇବା ପଡ଼ିଲା ମହଙ୍ଗା ! ସିଲ ହେଲା "ରିଭର୍ ନୋ ଲିମିଟ ବାର "। ଗତ କାଲି ଅବକାରୀ ବିଭାଗ ର ନିୟମ କୁ ଉଲଂଘନ କରିଥିଲା ଏହି ବାର ଟି। ବାର ଗାର୍ଲ୍ ଆଣି ନଚେଇବା ସହ ବିଳମ୍ୱିତ ରାତି ପଯ୍ୟନ୍ତ ଖୋଲା ଏହି ବାର ଟି। ଆଜି ଅବକାରୀ ବିଭାଗ ର ଏକ ଟିମ୍ ଆସି ସିସିଟିଭି ଫୁଟେଜ ଯାଞ୍ଚ କରିବାକୁ ଆସିଥିଲା କିନ୍ତୁ hard disk ଖରାପ ଥିବା କଥା କହିଥିଲେ ବାର୍ ର କର୍ମଚାରୀ ମାନେ। ତେଣୁ ଆଜି ଉକ୍ତ ବାର୍ କୁ ସିଲ୍ କରିଛି ଅବକାରୀ ବିଭାଗ। Excise department sealed river club for bargirls dance in Bbsr.
#bhubaneswarnews #excisedepartment #riverbar #sealed
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Повторяем попытку...
Доступные форматы для скачивания:
Скачать видео
-
Информация по загрузке: