ନିଜ ଘର ଛାଡ଼ି ବିଜେପିରେ ମିଶିଥିଲେ: ଏବେ କେଉଁଠି ଅଛନ୍ତି ଦିଶୁନି ଅରିଙ୍କ ମୁହଁ |Arindam Roy | BJDvsBJP |Nuapada
Автор: ODISHA SUCHANA
Загружено: 2025-10-29
Просмотров: 40871
Описание:
କିଏ ଗର୍ଜୁଛି, କିଏ ରଡ଼ୁଛି ଆଉ କିଏ ମାଡ଼ି ମାଡ଼ି ଚାଲୁଛି ନୂଆପଡ଼ାରେ, ନୂଆପଡ଼ା ଲଢେଇ ଭିତରେ କିଏ ବାଜି ଜିତିବାକୁ କରୁଛି ରୀତିମତ ଯୋଜନା, ଆଉ କିଏ ନିଶ୍ଚିନ୍ତ ହୋଇ ବସିରହିଛି । ହଁ ଆଜ୍ଞା, ତିନି ଦଳ ବିଜେପି ବିଜେଡି ଓ କଂଗ୍ରେସ ଭିତରେ ଚାଲିଛି ନୂଆପଡ଼ାର ଗଡ଼ ଜିତିବାର ଯୋଜନା, କିଏ ଆଗୁଆ ଆଉ କିଏ ଅଛି ପଛୁଆ ତାହା ତ ପରର କଥା, ଏତିକିବେଳେ ନୂଆପଡ଼ାର ଅଢେଇ ଲକ୍ଷ ଭୋଟରଙ୍କ ଭୋଟ କାହା ଖାତାରେ ଅଧିକ ପଡ଼ିବ କି କମ୍ ତାହା ଏବେ ରହିଛି ଅଜଣା #nuapadanews #nuapadabyelection #nuapadapolitics #nuapadabypoll #arindamroy #bobbydas #pranabprakashdas #naveenpatnaik #bjdvsbjp #bijujanatadalodisha #mohanmajhi #cmmohanmajhi #odishapolitics #politicalnews #odiapoliticalnews #salipur #nuapada #bjdvscongress #naveenodisha #odishasuchanapaper #odishasuchana
Dear Viewers,
We have painstakingly prepared unique videos which have been carefully edited keeping in mind YouTube policy and guidelines and the taste of our beloved viewers be it breaking news, national news, international news, videos or #shorts.
Thank You for watching #odishasuchanapaper
For trade queries please contact us:
E-mail: [email protected]
Повторяем попытку...
Доступные форматы для скачивания:
Скачать видео
-
Информация по загрузке: