Chandra Sekhar Academy I Japanese Language and Culture class I Japanese Music
Автор: Kunna Dash
Загружено: 2025-02-19
Просмотров: 657
Описание:
日本語教育カリキュラムを取り入れた幼稚園から高校の英語教育学校、Chandra Sekhar Academy-チャンドラ・セカール・アカデミーでは日頃から音楽の授業で日本の楽曲を歌っています。
▷この動画は、東インド、オディシャ州プリーにある、日本語教育とITの学校「Chandra Sekhar Academy(チャンドラ・セカール・アカデミー )-2004年開校-」で2025年2月に開催された『ANNUAL FUNCTION』(日本でいう入学・卒業式)で、子どもたち(中学生)が披露した日本の歌「世界に一つだけの花」の様子です。まだまだ練習途中なので更なる高みを目指し頑張ってまいります!
◉動画内にはチャンドラ・セカール・アカデミーについて5つの動画(カードで)を入れておりますので、ご覧いただけますと嬉しいです!
Feb 2025
#chandrasekharacademy #Puri #Odisha #india
Chandra Sekhar Academy-
https://www.chandrasekharacademy.com/
ଚନ୍ଦ୍ରଶେଖର ଏକାଡେମୀର ବାର୍ଷିକ ଉତ୍ସବ ପାଳିତ
ପୁରୀ : ପୁରୀ-କୋଣାର୍କ ମେରାଇନ ଡ୍ରାଇଭରୋଡ ବାଲିଘାଇଛକସ୍ଥିତ ଚନ୍ଦ୍ରଶେଖର ଏକାଡେମୀର ବାର୍ଷିକ ଉତ୍ସବ ରବିବାର ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ଯଅତିଥି ରୂପେ ଗୋପ ବ୍ଲକ ଶିକ୍ଷାଧିକାରୀ ସୁଶିଲ୍ କୁମାର ବ୍ରହ୍ମା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବ ସରରେ ଶ୍ରୀ ବ୍ରହ୍ମା କହିଥିଲେ,ଏକାଡେ ମୀ ଏକ ଏଭଳି ଶିକ୍ଷାନୁଷ୍ଠାନ ଯେଉଁଥିରେ ସିବିଏସଇ ପାଠ୍ଯକ୍ରମ ବିବସ୍ଥା ଥିବା ସତ୍ତ୍ବେ ମାଗଣାରେ ଜାପାନ ଭାଷାର ଶିକ୍ଷାଦାନର ସୁଯୋଗ ରହିଅଛି। ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଫକୀର ମୋହନ ଧଳ,ଏକାଡେ ମୀର ଚେୟାରମ୍ଯାନ ଶ୍ରୀମନ୍ତ କୁମାର ଦା ଶ, ସମ୍ପାଦକ ସଞ୍ଜୀବ କୁମାର ନାୟକ, ଅଧ୍ୟକ୍ଷ ସମୀର ରଞ୍ଜନ ସ୍ବାଇଁ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ। ଏନେଇ ଚେୟାରମ୍ଯାନ ଶ୍ରୀ ଦାଶ କୁହନ୍ତି, ଚନ୍ଦ୍ରଶେଖର ଏକାଡେମୀ ଏକ ଅଭିନବ ଶିକ୍ଷାନୁଷ୍ଠାନ ଯେଉଁଠାରେ କି ନସରି ଠାରୁ +୨ ବିଜ୍ଞାନ ପର୍ଯ୍ୟନ୍ତ ପଢିବାର ସୁଯୋଗ ଅଛି। ତତ୍ ସହିତ ଜାପାନ ଭାଷା ଅଧୟନ କରି ବିଦେ ଶରେ ନିଯୁକ୍ତିର ସୁଯୋଗ ରହିଛି। ଶେଷ ରେ ପିଲାମାନଙ୍କ ଦ୍ବାରା ଚିତ୍ତାକର୍ଷକ ସଂସ୍କୃତିକ କାର୍ଯ୍ୟକ୍ରମ ସହ ଜାପାନ ଭାଷାରେ ସଙ୍ଗୀତ ପରିବେଷଣ କରି ଥିଲେ। ଏକାଡେମିର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
Повторяем попытку...
Доступные форматы для скачивания:
Скачать видео
-
Информация по загрузке: