ବାଃ ବାଃରେ ବିଏମସି … ଖର୍ଚ୍ଚକରିଥିଲା ୬୦ ଲକ୍ଷ … ଚାଲିଲାନି ୬୦ ମିନିଟ୍ | Odisha Reporter
Автор: Odisha Reporter
Загружено: 2025-12-18
Просмотров: 6618
Описание:
#୬୦_ଲକ୍ଷ_ଖର୍ଚ୍ଚ #ଚାଲିଲାନି_୬୦_ମିନିଟ୍
କବର ସଦୃଶ ଦେଖାଯାଉଥିବା ଏଇଟି ହେଉଛି ଗୋଟେ ଅତ୍ୟାଧୁନିକ ବିଦ୍ୟୁତ ଚୂଲା । ସହଜରେ ଶବଦାହ କରିବାକୁ, ଏହାକୁ ୧୩ ବର୍ଷ ତଳେ ଭୁବନେଶ୍ୱରରେ ପ୍ରଥମ କରି ଲଗାଯାଇଥିଲା । ଏଥିପାଇଁ ସେତେବେଳେ କୁଆଡ଼େ ଖର୍ଚ୍ଚ ହୋଇଥିଲା ୬୦ ଲକ୍ଷ ଟଙ୍କା । ଖାଲି ଏତିକିରେ ସରିନି ଖର୍ଚ୍ଚ, ପରେ ୩ଥରରୁ ଅଧିକ ଏହାର ପୁନରୁଦ୍ଧାର ପାଇଁ ଟଙ୍କା ଖର୍ଚ୍ଚ ହେଇଛି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #OdishaReporter #Bhubaneswar #cremationfurnace #Scam #BMC
Повторяем попытку...
Доступные форматы для скачивания:
Скачать видео
-
Информация по загрузке: