ANUTAPA | ଅନୂତାପର ଲୁହ | ANURADHA PANIGRAHI | PRASAD LIMA MUSIC OFFICIAL VIDEO | 4K
Автор: PRASAD LIMA MUSIC
Загружено: 2021-04-18
Просмотров: 235950
Описание:
A Odiya christian Devotional Song........
FOR BETTER SOUND EXPERIENCE
" USE HEADPHONES "
Full Video......
ଅନୂତାପର ଲୁହ ନେଇ..........
ANUTAPARA LUHA NEI ............
A.... Odia Christian Devotional Song
Singer : ANURADHA PANIGRAHI
Music / Lyrics : PRASAD LIMA
Arrangements / Programming : SUBHAM SAMAL
Flute : Praffula ( Banglore )
Recording : Eng B.K. Mahanty (Studio S.B. Record INN )
Video Credits.....
Cast : ANURADHA PANIGRAHI
D.O.P / Camera : Eng B.K. Mahanty (Studio S.B. Record INN )
Editing: : Eng B.K. Mahanty (Studio S.B. Record INN )
Special thanks: Rev Pastor Pramod Guru( Spl Guidence ) and Bro. Sishir Lima
ପ୍ରଭୁଙ୍କ ଗୌରବ ପାଇଁ ଆମ ସମସ୍ତ ଭିଡିଓ ଦେଖିବା ପାଇଁ Click କରନ୍ତୁ 🙏🙏
୧ . ମହାମହିମ ରାଜନ ହେଯିଶୁ ମୋର (ହ୍ୟୁମାନ ସାଗର)
• MAHA MAHIMA RAJANA | ମହାମହିମ ରାଜନ | HUMAN ...
୨ . ଅପାସୋରା ସେ ପ୍ରେମ..... ( ହ୍ୟୁମାନ ସାଗର )
• APASORA | ଅପାସୋରା ସେ ପ୍ରେମ | HUMAN SAGAR ...
୩ . ଆସଗୋ ଯିବା ସିୟୋନର ପଥେ (ମଣ୍ଟୁ ଛୁରିଆ)
• ଆସଗୋ ଯିବା | ASOGO JIBA | |MANTU CHURIYA | ...
୪ . ନୀରବେ କେତେ ମୁଁ କାନ୍ଦିଛି... ( ଦୀପ୍ତି ରେଖା)
• NIRABE KANDICHHI | ନୀରବେ କାନ୍ଦିଛି | DEE...
୫ . ମୋ ଓଠରେ ମୁଁ ଆନନ୍ଦରେ ...(ଅନୁରାଧା ପ୍ରୀୟାଁଶୁ)
• ମୋ ଓଠରେ | MO OTHARE | ANURADHA & PRIYANSH...
୬ . Eye Watan/ ଏୟ ୱାତନ୍ ( Human Sagar)
• AYE WATAN | ऐ वतन | HUMAN SAGAR & ANURAD...
୭ . ହେ ମନ ମୋର ପାପ ପଥୁ ଫେର.... ( ଅମିତ୍ ପାଣି )
• HE MANA | ହେ ମନ ମୋର | AMIT PANI | PRA...
୮. ତୁମ ପରଶ.... (ଅମିତ୍ ପାଣି )
• TUMA PARASHA | ତୁମ ପରଶ | AMIT PANI | PRASA...
୯ . ଅନୁତାପ ର ଲୁହ ନେଇ .....( ଅନୁରାଧା ପାଣିଗ୍ରାହୀ )
• ANUTAPA | ଅନୂତାପର ଲୁହ | ANURADHA PANIGRAHI...
୧୦ . ପାପେ ନାଇ ବିତା ସେ ଜୀବନ....... ( ବିଦ୍ୟୁତ୍ ଭାତ୍ରା )
• PAPE NAI | ପାପେ ନାଇ | BIDYUT BHATRA | ...
୧୧ . କାଏ ମନ୍ତର୍ କଲାହୋ...... ( ବିଦ୍ୟୁତ୍ ଭାତ୍ରା )
• କାଏ ମନ୍ତର କଲା | KAI MANTOR | NEW CHRISTIAN...
୧୨ . ପଥହରା ପଥିକ........ ( ଜୁନସ୍ ଗାଣ୍ଟା )
• PATHA HARA | ପଥହରା | JUNASH GANTA | PRA...
୧୩ . ଚରଣେ ଶରଣ...... ( କୁମାର ବାପି )
• ଶରଣ | SARANA | KUMAR BAPI | PRASAD LI...
୧୪ ଶୁଭହ ଶାମ୍ ମେ ଭଜୁଁ ତେରା ନାମ( ହିନ୍ଦୀ). ( ତପୁ ମିଶ୍ର )
• SUBHA SHAAM | सुबह साम | TAPU MISHRA |...
୧୫ ଦିଲ୍ ମେ ଆ ଏକବାର୍ / Dil main aa ( ତପୁ ମିଶ୍ର)
• DIL MAIN AA | दिलमैं आ | TAPU MISHRA | PRA...
୧୬. କରତେ ହେଁ ଅର୍ପନ୍ ( ହିନ୍ଦୀ ) ... ( ଅନୁରାଧା ପାଣିଗ୍ରାହୀ )
• ARPAN | अरपन l | ANURADHA PANIGRAHI | PR...
#New AnuradhaPanigrahiSongs
#NewChristmasSongs #NewYearSongs2021
#BestHindiChristianSongs #PrasdLimaMusic
#Kumar Bapi Songs
#LatestOdiaChristianSongs #LatestHindiChristianSongs
#HindiSongs #Gospelsongs #IndianDevotionalSongs
#JesusSongs #ChristianSongs #WorshipSongs #HolySpiritSongs
#AmitPaniNewSongs
New Odia christian Devotional Songs
New Odia christian Devotional album
New Odia christian video album
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମହା ପବିତ୍ର ନାମ ନେଇ ସମସ୍ତଙ୍କୁ " PRASAD LIMA MUSIC " ତରଫରୁ ପ୍ରେମଭରା ନମସ୍କାର ଜ୍ଞାପନ କରୁ......
ପବିତ୍ର ଧର୍ମଶାସ୍ତ୍ର ବାଇବଲ ରେ ପରମେଶ୍ବର ଆମ୍ଭମାନଙ୍କୁ ଚେତନା ପ୍ରେରଣା ଦିଅନ୍ତି ଯେ ...... ଆକାଶ ତଳେ ମନୁଷ୍ୟ ମାନଙ୍କ ମଧ୍ୟରେ କେହିବି ଧାର୍ମିକ ବ୍ୟକ୍ତି ନାହାଁନ୍ତି । କିନ୍ତୁ ସମସ୍ତ ଅଧାର୍ମିକ ମନୁଷ୍ୟ ମନ ପରିବର୍ତନ କରି ପାପରୁ ଫେରୁ ଏହା ପରମେଶ୍ବରଙ୍କ ଇଚ୍ଛା ଅଟେ ।
ତେବେ ଆସନ୍ତୁ ପ୍ରଭୁଙ୍କ ଗୌରବ ନିମନ୍ତେ ତଥା ଅନେକଙ୍କ ଜୀବନରେ ମନ ପରିବର୍ତ୍ତନ ନଉଦ୍ଧେଶ୍ୟରେ ସୁନାମ ଧନ୍ୟ କଣ୍ଠଶିଳ୍ପୀ ଅନୁରାଧା ପାଣିଗ୍ରାହୀଙ୍କ ମଧୁର କଣ୍ଠରେ ଗାଇଥିବା ଏଇ ସୁନ୍ଦର ନୂତନ ସଙ୍ଗୀତ ର ଗୁଛ ଉପହାର ସଦୃଶ୍ୟ ଭେଟି ଆଣି ଦେଉଛୁ..... ଆଶା କରୁଛୁ ଏଇ ଗୀତ ଅନେକଙ୍କ ମନକୁ ଛୁଇଁବା ସହିତ ଆନେକଙ୍କ ଆତ୍ମିକ ଦିଗରେ ଅଭିବୃଦ୍ଧି ହେଉ ଏହା ଆମ୍ଭମାନଙ୍କ କାମନା ଏବଂ ପ୍ରଭୁଙ୍କ ଠାରେ ପ୍ରାର୍ଥନା..................
ଆମ Channel ର ସମସ୍ତ ଗୀତ ଗୁଡ଼ିକ ଶୁଣନ୍ତୁ ଓ ନୂତନ ଗୀତ ଗୁଡିକ ର Notification ପାଇବା ପାଇଁ ଆମ Channel କୁ SUBSCRIBE କରନ୍ତୁ....... ପ୍ରଭୁ ଯୀଶୁ ଆମ ସମସ୍ତଙ୍କୁ ଆଶିର୍ବାଦ କରନ୍ତୁ ଅମେନ୍............ଧନ୍ୟବାଦ ଆପଣଙ୍କ ପ୍ରେମର ଭାଇ...... ପ୍ରସାଦ ଲିମା, ରାୟଗଡ଼ା
ଏହି ଭିଡିଓ ଟି " PRASAD LIMA MUSIC " ଙ୍କର ନିଜସ୍ୱ Proporty ଅଟେ । ଏଣୁ ଦୟାକରି Channel Owner ଙ୍କ ବିନା ଅନୁମତିରେ ପୁଣିଥରେ ଏହି Audio କିମ୍ବା Video କୁ Re - Upload ଦୟାକରି କରନ୍ତୁ ନାହିଁ , ଆମକୁ ସହଯୋଗ କରନ୍ତୁ ଧନ୍ୟବାଦ୍।
Повторяем попытку...
Доступные форматы для скачивания:
Скачать видео
-
Информация по загрузке: