ଗ୍ୟାସର ଅଭାବ ; ହଠାତ ଗ୍ୟାସ ନମିଳିବା ପଛରେ କଳାବଜାରୀ ବଢିଥିବା ଆଶଙ୍କା
Автор: Nandighosha TV
Загружено: 2026-03-12
Просмотров: 62
Описание:
#NandighoshaTV #konark #GasPriceHike
#କଳାବଜାରୀ_ବଢିଥିବା_ଆଶଙ୍କା
ପେଟ୍ରୋଲ ଏବଂ ଡିଜେଲର ଦାମ୍ ବଢ଼ିନଥିଲେ ମଧ୍ୟ ଅନେକ ଟାଙ୍କିରେ ତେଲର ଅଭାବ ଦେଖାଦେଲାଣି । ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳ ରେ ଥିବା ନିଦ୍ଧିଷ୍ଟ ଟାଙ୍କି କିଛି ଘଣ୍ଟା ଲେଖାଏଁ ତେଲ ନାହିଁ କହି ବନ୍ଦ କରି ଦେଉଛନ୍ତି । କିନ୍ତୁ ରନ୍ଧନ ଗ୍ୟାସର ଦାମ୍ ୬୦ଟଙ୍କାରୁ ବଢାଯାଇଥିବା ବେଳେ ଏବେ ଆଉ ଗ୍ୟାସ ଟାଙ୍କି ଉପଭୋକ୍ତାଙ୍କୁ ମିଳୁନି । ବିଶେଷ କରି ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ବ୍ଲକ ଅଂଚଳରେ ରନ୍ଧନ ଗ୍ୟାସର ଘୋର ଅଭାବ ଦେଖାଦେଇଛି ।
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: http://nandighoshatv.com/
Watch Live: http://nandighoshatv.com/live/
Whatsapp: https://whatsapp.com/channel/0029Va5P...
YouTube: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Повторяем попытку...
Доступные форматы для скачивания:
Скачать видео
-
Информация по загрузке: