ପାତ୍ରପଡ଼ା ଭୁବନେଶ୍ୱରରେ ଝୁଲୁଛି ରଜ ଦୋଳି , ୩ ଦିନ ପାଇଁ ସବୁ ବ୍ୟବସ୍ଥା। Raja celebration, Patrapada, bbsr.
Автор: Pratidin TV
Загружено: 2026-06-14
Просмотров: 1860
Описание:
ପାତ୍ରପଡ଼ା ଭୁବନେଶ୍ୱରରେ ଝୁଲୁଛି ରଜ ଦୋଳି , ୩ ଦିନ ପାଇଁ ସବୁ ବ୍ୟବସ୍ଥା। ପାତ୍ରପଡ଼ା ରଜ ମହୋତ୍ସବ ହେଉଛି ଓଡ଼ିଶାର ସବୁଠାରୁ ବଡ଼ ଗଣ-ଦୋଳି ଉତ୍ସବ । ମହାରାଜା କ୍ରିକେଟ ଆସୋସିଏସନ ଏବଂ ପାତ୍ରପଡ଼ା ଭଗବାନପୁର ଯୁବ ବାହିନୀ ଆନୁକୂଲ୍ୟରେ ଏହି ପାରମ୍ପରିକ ପର୍ବ ୧୪ ଜୁନ୍ ରୁ ୧୭ ଜୁନ୍ ୨୦୨୬ ପର୍ଯ୍ୟନ୍ତ କଳିଙ୍ଗ ବିହାରର ଏକ ବଡ଼ ପଡ଼ିଆରେ ଅନୁଷ୍ଠିତ ହେଉଛି । ମୋଟ ୧୨୫ଟି ସୁନ୍ଦର ଦୋଳି ପଡ଼ିଥାଏ, ଯାହା ମଧ୍ୟରେ ରାଧା-କୃଷ୍ଣଙ୍କ ଥିମ୍ରେ ନିର୍ମିତ ଏକ ବିରାଟ ମୁଖ୍ୟ ଦୋଳି ସ୍ୱତନ୍ତ୍ର ଅଟେ । Raja celebration, Patrapada, bbsr. #PatrapadaRajaMahotsav #PatrapadaRaja2026 #RajaFestival #RajaFestivalOdisha
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Повторяем попытку...
Доступные форматы для скачивания:
Скачать видео
-
Информация по загрузке: