କିଏ ପ୍ରଥମେ ହୋଲି ପାଳନ କରିଥିଲେ | ramakanta radha l benjaren danda nritya chindaguda
Автор: PAYAL TV
Загружено: 2026-03-03
Просмотров: 4936
Описание:
ହୋଲି ପର୍ବର ଆରମ୍ଭ
ପୁରାଣ କଥା ସହିତ ଜଡିତ ।
ପ୍ରହ୍ଲାଦଙ୍କ ଅଟୁଟ ଭକ୍ତି
ଓ ହୋଳିକାର ଦହନ
ହୋଲି ପର୍ବର ମୂଳ କାରଣ ବୋଲି
କୁହାଯାଏ ।
ଭକ୍ତ ପ୍ରହ୍ଲାଦଙ୍କୁ
ଭଗବାନ ନାରାୟଣ
ରକ୍ଷା କରିଥିଲେ ।
ଅଧର୍ମ ଓ ଅହଙ୍କାରର ପତନ
ଓ ଭକ୍ତିର ଜୟ
ହୋଲି ପର୍ବର ସତ୍ୟ ସନ୍ଦେଶ ।
କେତେକ ସ୍ଥାନରେ
ଶ୍ରୀକୃଷ୍ଣ ଓ ରାଧାଙ୍କ
ରଙ୍ଗ ଲୀଳାକୁ ମଧ୍ୟ
ହୋଲିର ଆରମ୍ଭ ଭାବେ ମନାଯାଏ ।
ଏହି ଦଣ୍ଡ ଭଜନରେ
ହୋଲିର ଆଦି କଥା
ସୁନ୍ଦର ଭାବେ ପ୍ରସ୍ତୁତ ହୋଇଛି ।
🎤 କଣ୍ଠ – Ramakanta Radha
🕉️ ପ୍ରସ୍ତୁତି – Maa Benjaren Danda Nritya
🙏 ଭିଡିଓଟି ଭଲ ଲାଗିଲେ
👍 Like କରନ୍ତୁ
🔁 Share କରନ୍ତୁ
🔔 Subscribe କରନ୍ତୁ
Bell Icon ଚାପି ନୂଆ ଭିଡିଓ ପାଆନ୍ତୁ
#HoliHistory
#PrahladKatha
#HolikaDahan
#DandaBhajan
#RamakantaRadha
#MaaBenjarenDandaNritya
Повторяем попытку...
Доступные форматы для скачивания:
Скачать видео
-
Информация по загрузке: