Rourkela World Cup Satta Racket Busted | 6 Arrested | Operation Cyber Kavach
Автор: Biplabi Parikrama
Загружено: 2026-02-19
Просмотров: 150
Описание:
ରାଉରକେଲାରେ ବିଶ୍ୱକପ୍ କ୍ରିକେଟ ଖେଳକୁ ନେଇ ଚାଲୁଥିବା ଅବୈଧ ସଟ୍ଟା ଚକ୍ରକୁ ପୋଲିସ ଧ୍ୱଂସ କରିଛି। ରାଜ୍ୟରେ ଚାଲିଥିବା “Operation Cyber Kavach” ଅନ୍ତର୍ଗତ ରାଉରକେଲା ପୋଲିସ ଓ ସାଇବର ସେଲ୍ ଯୁକ୍ତ ଚଢ଼ାଉ କରି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।
ଏହି ସଟ୍ଟା Silver Exchange App ମାଧ୍ୟମରେ Online ଓ Offline ଭାବେ ଚାଲୁଥିବା ଜଣାପଡ଼ିଛି। ଅଭିଯୁକ୍ତମାନଙ୍କ ନିକଟରୁ ୩୦ ଲକ୍ଷ ଟଙ୍କା, ବ୍ୟାଙ୍କ ପାସ୍ବୁକ୍, ଆଧାର କାର୍ଡ, ମୋବାଇଲ୍ ଫୋନ୍, ଲ୍ୟାପଟପ୍ ଓ ଗାଡ଼ି ଜବତ କରାଯାଇଛି।
DIG ବ୍ରିଜେଶ ରାୟ ଓ SP ନିତେଶ ବାଧୱନୀ ପ୍ରେସ୍ ମିଟ୍ରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି।
📌 ଆମ ଚ୍ୟାନେଲ୍ କୁ Subscribe କରନ୍ତୁ ଓ Bell Icon ଦବାନ୍ତୁ ନୂତନ ଖବର ପାଇଁ।
#Rourkela #CyberCrime #WorldCupSatta #OperationCyberKavach #OdishaPolice #BreakingNews #RourkelaNews #SilverExchangeApp #OdiaNews #CrimeNews #DIGBrjeshRay #SPNiteshBadhwani
Повторяем попытку...
Доступные форматы для скачивания:
Скачать видео
-
Информация по загрузке: