ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇଲେ ବିଧାୟକ || Chikiti MLA Inspects Midday Meal at School || Odisha Reporter
Автор: Odisha Reporter
Загружено: 2025-06-21
Просмотров: 2531
Описание:
#ବିଧାୟକ_ଖାଇଲେ_ମଧ୍ୟାହ୍ନ_ଭୋଜନ
ଅଚାନକ ସ୍କୁଲ ବୁଲି ମଧ୍ୟାହ୍ନ ଭୋଜନ ଖାଇ ମାନ ଯାଞ୍ଚ କଲେ ବିଧାୟକ । ଚିକିଟି ବ୍ଲକ ରାମଚନ୍ଦ୍ରପୁର ଜଗନ୍ନାଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଚାନକ ଗ୍ରସ୍ତ କରିଥିଲେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା । ସେହି ସମୟରେ ପିଲା ମାନେ ମଧ୍ୟାହ୍ନ ଭୋଜନ ଖାଉଥିବା ଦେଖିଥିଲେ। ଖାଦ୍ୟ କିଭଳି ଲାଗୁଚି ତାହା ପଚାରିବା ସହ ଖାଦ୍ୟ ଯାଞ୍ଚ କରିଥିଲେ । ପରେ ଛାତ୍ର ଛାତ୍ରୀ ଖାଉଥିବା ଖାଦ୍ୟକୁ ନିଜେ ଖାଇ ତଦାରଖ କରିଥିଲେ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#odishareporter #OdishaReporter #MidDayMeal #surprisevisit #manoranjandyansamantara #chikiti
Повторяем попытку...
Доступные форматы для скачивания:
Скачать видео
-
Информация по загрузке: