Melody and Dance program | ବଡ଼ମାନଙ୍କୁ ସମ୍ମାନ: ଗାଁ ର ଏକ ନିଆରା ପରମ୍ପରା ❤️|Elders Felicitation Ceremony
Автор: JAY MAA DURGA NATYAPARISAD JHINKIRIA
Загружено: 2026-01-30
Просмотров: 124
Описание:
ନମସ୍କାର ଜୟ ଜଗନ୍ନାଥ! 🙏
ଆମ ଗାଁ ର ପରମ୍ପରା, ଆମ ଗାଁ ର ଗର୍ବ। ଏହି ବର୍ଷ ଦୁର୍ଗା ପୂଜା ଅବସରରେ ଆମ ଗାଁ ଭାଇମାନେ ମିଶି ଏକ ସୁନ୍ଦର ନାଟକ ପରିବେଷଣ କରିଛନ୍ତି। ଏହା ସହିତ ଗାଁ ର ମୁରବୀ ଓ ବୁଜୁର୍ଗ ମାନଙ୍କୁ ସମ୍ବର୍ଦ୍ଧନା ଦେଇ ଆମେ ସେମାନଙ୍କ ଆଶୀର୍ବାଦ ନେଇଛୁ।
Video Highlights:
✅ Village Youth Drama Performance
✅ Senior Citizen Felicitation (Sambardhana)
✅ Durga Puja Cultural Night
✅ Pure Odia Village Celebration
ଯଦି ଆପଣଙ୍କୁ ଆମ ଗାଁ ର ଏହି ପ୍ରୟାସ ଭଲ ଲାଗେ, ତେବେ ଭିଡିଓ କୁ Like କରନ୍ତୁ, Share କରନ୍ତୁ ଏବଂ ଆମ ଚ୍ୟାନେଲ କୁ Subscribe କରିବାକୁ ଭୁଲନ୍ତୁ ନାହିଁ।
#Odisha #DurgaPuja2025 #VillageDrama #OdiaNataka #GaanMati #OdishaCulture #OdiaVlog #Sambardhana #DurgaPujaCelebration
Повторяем попытку...
Доступные форматы для скачивания:
Скачать видео
-
Информация по загрузке: