Good News: ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ଶିଖରଚଣ୍ଡୀ ପାହାଡ଼! 🏔️🐘
Автор: News20 Odisha
Загружено: 2025-12-31
Просмотров: 782
Описание:
Good News: ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ଶିଖରଚଣ୍ଡୀ ପାହାଡ଼! 🏔️🐘 #Shorts #news #odianewstoday
ଭୁବନେଶ୍ୱରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଶିଖରଚଣ୍ଡୀ ପାହାଡ଼ ପର୍ଯ୍ୟଟକଙ୍କ ପାଇଁ ପୁଣି ଥରେ ଖୋଲିଲା। ଗତ କିଛି ଦିନ ଧରି ହାତୀ ଆତଙ୍କ ଯୋଗୁଁ ସୁରକ୍ଷା ଦୃଷ୍ଟିରୁ ଏହାକୁ ବନ୍ଦ କରାଯାଇଥିଲା। ଏବେ ବନ ବିଭାଗ ଓ ପ୍ରଶାସନ ପକ୍ଷରୁ ଗ୍ରୀନ୍ ସିଗନାଲ୍ ମିଳିବା ପରେ ପର୍ଯ୍ୟଟକମାନେ ପୁଣି ଏଠାକୁ ଯାଇପାରିବେ।
ନୂଆବର୍ଷ ପୂର୍ବରୁ ଏହା ପର୍ଯ୍ୟଟକଙ୍କ ପାଇଁ ଏକ ବଡ଼ ଖୁସି ଖବର!
#Shikharchandi #BhubaneswarNews #OdishaTourism #ElephantAlert #BhubaneswarDiaries #Shorts #BreakingNewsOdisha #OdiaNews #Nature"
Shikharchandi Hill Reopens, Shikharchandi Hill Elephant News, Bhubaneswar Tourist Places, Odisha Tourism Updates, Shikharchandi News Today, Bhubaneswar News, Odia News Shorts, Wildlife Update Odisha, New Year Picnic Spots Odisha, Sikharchandi Pahada
Повторяем попытку...
Доступные форматы для скачивания:
Скачать видео
-
Информация по загрузке: