SARU PATARE PANI AE JIBANA..|| LYRICIST & SINGER : SURAJ SINGH || UPLOADED BY KT SURENDRA |
Автор: KTS MUSIC
Загружено: 2019-02-10
Просмотров: 888525
Описание:
Song Credits:
Singer & Lyrics : Suraj Singh
All credit goes to the song's woner, producers, lyricists, composers & singers. I offer my heart full gratitude towards them for making available this beautiful song..
ସାରୁ ପତରେ ପାଣି , ଏ ଜୀବନ ( ୨ ଥର )
ସୁଲ୍ ସୁଲ୍ ହେଇ ଧିରେ ପବନ୍ ମାରୁଛେ ,
କେତେବେଳେ ବୁଡ଼ିଯିମା ଜାଣି ନେଇ ହେଉଛେ
ଢୁଲ୍ ଢୁଲ୍ ହେଇ ପତରେ ପାଣି ହଲୁଛେ
କେତେବେଲେ ପଡ଼ିଯିମା ଜାଣି ନେଇ ହେଉଛେ
ସାରୁ ପତରେ ପାଣି ଏ ଜୀବନ..
-------------------------------------------------------------------------
ଭାବୁଛୁ କେ ତୁଇ ମରିଗଲେ ଗଲା
ମରିଗଲେ ମୁନୁଷର୍ ଦିନ୍ ସରିଗଲା
ନାଇ ନାଇ ନାଇରେ ବୁଆ ନାଇରେ
ମୁନୁଷର୍ ଦିନ୍ ସରେ ନାଇରେ
ନାଇ ନାଇ ନାଇରେ ବୁଆ ନାଇରେ
ଆତ୍ମାର୍ କେବେ ମରଣ୍ ନାଇରେ
ସାରୁ ପତରେ ପାଣି ଏ ଜୀବନ..
------------------------------------------------------------------------
ସ ପଥେ ଯେ ଥିଲା , ମଲେ କାଣା ହେଲା
ତାର ଆତ୍ମା ଗଲା , ସ୍ଵର୍ଗେ ବାସ କଲା
ପାପିର ଆତ୍ମା ନରକେ , ଛଟପଟ ହେବା କେତେ
ଦୁଃଭାଗ୍ୟ ପାପି ଜୀବନ ରହିଥିବା ଚିରଦିନ
ସାରୁପତରେ ପାଣି , ଏ ଜୀବନ ...
------------------------------------------------------------------------
ଆତମାର ଥାନ ଅଛେ ଦୁଇ ଜାଗା ,
ଗୋଟେ ସରଗ ଆଉ ଗୋଟେ ନରକ
ନରକ ସୟତାନର ସରଗ ପ୍ରଭୁ ଯୀଶୁର
ପଥ ମନୋନୀତ କର , କେନ୍ ଆଡେ ଯିବୁରେ ନର
ସାରୁ ପତରେ ପାଣି ଏ ଜୀବନ..
L I K E , C O M M E N T , S U B S C R I B E & S H A R E
Click on the link below for more songs ;
#OdiaDevotionalgana
#KtsMusic
#Ktsurendra
Повторяем попытку...
Доступные форматы для скачивания:
Скачать видео
-
Информация по загрузке: