ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ଆଜି (01-jan) ଦ୍ୱାରଫିଟା ନୀତି ପ୍ରାତଃ ୧ ଟା ୩୨ ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath T

Автор: JAY JAGANNATH TV

Загружено: 2025-12-31

Просмотров: 17440

Описание: ✨ ଆଜିର ଦ୍ୱାରଫିଟା ନୀତି (01-jan-2026) ✨

ପୁରୀ ଶ୍ରୀମନ୍ଦିରରେ ଆଜି ପ୍ରାତଃ ୧ ଟା ୩୨ ମିନିଟ୍ ରେ ଦ୍ୱାରଫିଟା ସମ୍ପନ୍ନ ହେଲା ।
ଭକ୍ତମାନଙ୍କ ପାଇଁ ଏହା ହେଉଛି ପ୍ରଭୁଙ୍କ ଦିବ୍ୟ ଦର୍ଶନର ଆରମ୍ଭ ।
ଦ୍ୱାରଫିଟା ଦର୍ଶନ ମାଧ୍ୟମରେ ମିଳେ ଭକ୍ତି, ଶାନ୍ତି ଓ ଦିନ ହୁଏ ଶୁଭମୟ ।

🔔 ଆଜିର ଦିନକୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସହିତ ଆରମ୍ଭ କରନ୍ତୁ ।
📺 Jay Jagannath TV – ଆପଣଙ୍କ ଘରେ ଶ୍ରୀମନ୍ଦିରର ଦର୍ଶନ ।
🙏 ଜୟ ଜଗନ୍ନାଥ

#DwaraPhitaNiti #jayjagannathtv #SidharthTV #jagannath #jagannatha #jagannathtemple #Dwaraphitai #JagannathCulture #NamitaAgrawal #SitaramAgrawal #SidharthUtsav #SidharthGold #SidharthMusic #SidharthNetwork





"ଜୟ ଜଗନ୍ନାଥ ଟିଭି" ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଓଡ଼ିଶାର ଏକମାତ୍ର ଶୁଦ୍ଧ ଆଧ୍ୟାତ୍ମିକ ୨୪ ଘଣ୍ଟିଆ ସାଟେଲାଇଟ୍ ଚାନେଲ୍, ଯେଉଁଠାରେ ଘରେ ବସି ପ୍ରତିଦିନ ସିଧା ପ୍ରସାରଣରେ ଦେଖିପାରିବେ ପୁରୀ ଶ୍ରୀମନ୍ଦିରର ସମସ୍ତ ବାହାର ଲୀଳା ଓ ଦିବ୍ୟ ନୀତିମାନ :

🔹 ଦ୍ୱାରଫିଟା ନୀତି
🔹 ପତିତପାବନ ମଙ୍ଗଳ ଆଳତୀ
🔹 ପତାକା ଲାଗି ଦର୍ଶନ
🔹 ସନ୍ଧ୍ୟା ଆଳତୀ
🔹 ଶ୍ରୀମନ୍ଦିର ପହୁଡ଼ ନୀତି
🔹 ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବ I

ଏହି ଚ୍ୟାନେଲରେ କୌଣସି ବିଜ୍ଞାପନ ନାହିଁ, ତେଣୁ ଶୁଦ୍ଧ ଆଧ୍ୟାତ୍ମିକତାର ସହିତ
ଦର୍ଶନ କରନ୍ତୁ ଓ ଶ୍ରୀଜୀଉଙ୍କ ଦିବ୍ୟତାକୁ ଅନୁଭବ କରନ୍ତୁ🙏

📺 "ଜୟ ଜଗନ୍ନାଥ ଟିଭି" ସିଦ୍ଧାର୍ଥ ଟେଲିଭିଜନ୍ ନେଟୱର୍କର ଚତୁର୍ଥ ଚାନେଲ |
ଓଡ଼ିଆ ଲୋକଙ୍କ ପାଇଁ ଗର୍ବର ବିଷୟ!

#jayjagannathtv #jayjagannathpuri ##jayjagannathtvlive #jagannathtemple #jagannathdarshan

📡 Watch “JAY JAGANNATH TV” on DTH:
=========================================
Tata Play - 1799
Dish TV – Channel 1397
Airtel Digital – Channel 615
Videocon D2H – Channel 1397
Sun Direct – Channel 490
=========================================
Also available on all cable networks across Odisha.

📞 Contact : 6372804618 if could not watch our channel

🌐 Follow us on social media for daily LIVE updates :
=========================================
Facebook:   / jayjagannathtv  
Instagram:   / jayjagannathtv  
YouTube:    / @jayjagannathtvofficial  
Twitter: https://x.com/JayJagannathTV
=========================================
#JayJagannathTV #NamitaAgrawal #SidharthTV #SitaramAgrawal #JagannathLive #LiveFromPuri #shreemandir #srimandir #shreemandira #JagannathRathJatra #JagannathRathYatra #PuriRathYatra #jayjagannathswami #dwarafitaniti #mangalaalati #dhupaalati #patakalagidarshan #sandhyaalati #bhaktankaanubhuti #jagannathlivedarshan #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ଆଜି (01-jan) ଦ୍ୱାରଫିଟା ନୀତି ପ୍ରାତଃ ୧ ଟା ୩୨  ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath T

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

ମଙ୍ଗଳ ଆଳତୀ ଦର୍ଶନ(05-Jan) | Today's Live Mangala Alati - Puri Jagannath Temple | Jay Jagannath Tv

ମଙ୍ଗଳ ଆଳତୀ ଦର୍ଶନ(05-Jan) | Today's Live Mangala Alati - Puri Jagannath Temple | Jay Jagannath Tv

ବ୍ରାହ୍ମମୁହୂର୍ତ୍ତ ପ୍ରାର୍ଥନା , ଆଗ ଶୁଣନ୍ତୁ || Shishu Ananta Ashram ||  Bramha muhurta prarthana

ବ୍ରାହ୍ମମୁହୂର୍ତ୍ତ ପ୍ରାର୍ଥନା , ଆଗ ଶୁଣନ୍ତୁ || Shishu Ananta Ashram || Bramha muhurta prarthana

ଆଜି(05-Jan) ଦ୍ୱାରଫିଟା ନୀତି ପ୍ରାତଃ ୪ ଟା ୨୯ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath Tv

ଆଜି(05-Jan) ଦ୍ୱାରଫିଟା ନୀତି ପ୍ରାତଃ ୪ ଟା ୨୯ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath Tv

Nua Barsa Re Sunantu Ehi Gita/ନୂଆ ବର୍ଷ ରେ ଶୁଣନ୍ତୁ ଏହି ଗୀତ/Odia Bhajan/New year Bhajan 2026/Morning

Nua Barsa Re Sunantu Ehi Gita/ନୂଆ ବର୍ଷ ରେ ଶୁଣନ୍ତୁ ଏହି ଗୀତ/Odia Bhajan/New year Bhajan 2026/Morning

ଆଜି(5-Jan)ବ୍ରାହ୍ମମୁହୁର୍ତ୍ତରେ ଶ୍ରୀଜୀଉଙ୍କ ଦର୍ଶନ | 1st Morning Darshan from Puri  | Jay Jagannth Tv

ଆଜି(5-Jan)ବ୍ରାହ୍ମମୁହୁର୍ତ୍ତରେ ଶ୍ରୀଜୀଉଙ୍କ ଦର୍ଶନ | 1st Morning Darshan from Puri | Jay Jagannth Tv

ହରେ କୃଷ୍ଣ ହରେ ରାମ _ ୧୦୮ ଥର ,Hare Krishna Hare Rama _ 108 Times Chantin

ହରେ କୃଷ୍ଣ ହରେ ରାମ _ ୧୦୮ ଥର ,Hare Krishna Hare Rama _ 108 Times Chantin

Om Namah Shivaya ShivDhun | ॐ नमः शिवाय धुन | NonStop ShivDhun | Daily Mantra | Ananya Prakash

Om Namah Shivaya ShivDhun | ॐ नमः शिवाय धुन | NonStop ShivDhun | Daily Mantra | Ananya Prakash

ଏ ବର୍ଷର ପ୍ରଥମ ପଡକାଷ୍ଟ : ଶୁଣିଲେ ଶୁଣୁଥିବେ... | EP - 138 | Podcast With B K Sister Shivani

ଏ ବର୍ଷର ପ୍ରଥମ ପଡକାଷ୍ଟ : ଶୁଣିଲେ ଶୁଣୁଥିବେ... | EP - 138 | Podcast With B K Sister Shivani

ଆଜିର ବେଶଶୃଙ୍ଗାର ଓ ମା'ବାଟମଙ୍ଗଳା ଦର୍ଶନ(05.01.2026)| ମହାଦେବଙ୍କୁ କିପରି ପ୍ରସନ୍ନ କରାଯାଏ ? Jay Jagannath TV

ଆଜିର ବେଶଶୃଙ୍ଗାର ଓ ମା'ବାଟମଙ୍ଗଳା ଦର୍ଶନ(05.01.2026)| ମହାଦେବଙ୍କୁ କିପରି ପ୍ରସନ୍ନ କରାଯାଏ ? Jay Jagannath TV

ଆଜି ଶନିବାରରେ ଏହି ଚମତ୍କାରୀ ସୁନ୍ଦରାକାଣ୍ଡ ପାଠ ମାତ୍ର ୧୧  ମିନିଟ୍ ମୋବାଇଲରେ ଚଲେଇ ରଖିଦିଅନ୍ତୁ l Sundarakanda

ଆଜି ଶନିବାରରେ ଏହି ଚମତ୍କାରୀ ସୁନ୍ଦରାକାଣ୍ଡ ପାଠ ମାତ୍ର ୧୧ ମିନିଟ୍ ମୋବାଇଲରେ ଚଲେଇ ରଖିଦିଅନ୍ତୁ l Sundarakanda

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଦଶମ ସ୍କନ୍ଧର ୬୪ ଅଧ୍ୟାୟ | Jay Jagannath TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଦଶମ ସ୍କନ୍ଧର ୬୪ ଅଧ୍ୟାୟ | Jay Jagannath TV

ॐ नमः शिवाय धुन | Om Namah Shivaya ShivDhun | NonStop ShivDhun | Daily Mantra | Ananya Prakash

ॐ नमः शिवाय धुन | Om Namah Shivaya ShivDhun | NonStop ShivDhun | Daily Mantra | Ananya Prakash

ବଳଭଦ୍ରଙ୍କୁ ଶଙ୍କର୍ଷଣ କାହିଁକି କୁହାଯାଏ ? Jay Jagannth Tv

ବଳଭଦ୍ରଙ୍କୁ ଶଙ୍କର୍ଷଣ କାହିଁକି କୁହାଯାଏ ? Jay Jagannth Tv

Sakalu sunantu ehi gita /Morning song/Jagannath Bhajan/New odia bhajan/Ratikanta panda/4K

Sakalu sunantu ehi gita /Morning song/Jagannath Bhajan/New odia bhajan/Ratikanta panda/4K

Shree Hanuman Chalisa | ଶ୍ରୀ ହନୁମାନ ଚାଳିଶା | ସମସ୍ତ ଦୁଃଖ କଷ୍ଟ ଦୂର କରିବା ପାଇଁ ଶୁଣନ୍ତୁ |  Music World

Shree Hanuman Chalisa | ଶ୍ରୀ ହନୁମାନ ଚାଳିଶା | ସମସ୍ତ ଦୁଃଖ କଷ୍ଟ ଦୂର କରିବା ପାଇଁ ଶୁଣନ୍ତୁ | Music World

Jagannatha Tume Param Brahma - ଜଗନ୍ନାଥ ତୁମେ ପରଂବ୍ରହ୍ମ | Arabinda Muduli | ତୁମେ ରାମ ତୁମେ ଶ୍ୟାମ

Jagannatha Tume Param Brahma - ଜଗନ୍ନାଥ ତୁମେ ପରଂବ୍ରହ୍ମ | Arabinda Muduli | ତୁମେ ରାମ ତୁମେ ଶ୍ୟାମ

ଆଜି (05-jan) ମା' ବାଟମଙ୍ଗଳାଙ୍କ ଦିବ୍ୟ ଦର୍ଶନ | Jay Jagannath TV

ଆଜି (05-jan) ମା' ବାଟମଙ୍ଗଳାଙ୍କ ଦିବ୍ୟ ଦର୍ଶନ | Jay Jagannath TV

Hare Krushna Hare Rama // Traditional // Mahamantra // Kirtan // Odia Bhajan // Bhakti

Hare Krushna Hare Rama // Traditional // Mahamantra // Kirtan // Odia Bhajan // Bhakti

ଭଗବାନକୁ ପାଇବେ କିପରି || WC BHAKTI || ସତ୍ୟାନନ୍ଦ ଦାସ

ଭଗବାନକୁ ପାଇବେ କିପରି || WC BHAKTI || ସତ୍ୟାନନ୍ଦ ଦାସ

Jay Jagannath 🙏⭕️❗️⭕️🙏@subscribe mychannel  @kiskindaranibiswal1594

Jay Jagannath 🙏⭕️❗️⭕️🙏@subscribe mychannel @kiskindaranibiswal1594

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]