ଉଦ୍ଧାର କର ଭୋଳା ଶଙ୍କର | Emotional Shiva Bhajan | Odia Devotional new song
Автор: Kumar anil official
Загружено: 2026-01-21
Просмотров: 471
Описание:
ଏହି ଭଜନଟି ମହାଦେବ ଭୋଳା ଶଙ୍କରଙ୍କୁ ସମର୍ପିତ।
ଅତ୍ୟନ୍ତ ଭକ୍ତି ଓ ଭାବ ପ୍ରବଣତା ସହ ଏହି ଭଜନଟି ପ୍ରସ୍ତୁତ କରାଯାଇଛି।
ଏହି ଭଜନରେ ଯଦି କୌଣସି ଶବ୍ଦ, ଭାବ କିମ୍ବା ଉପସ୍ଥାପନାରେ ଭୁଲ ଥାଇଥାଏ,
ସେଥିପାଇଁ ମହାଦେବ କ୍ଷମା କରିବେ ବୋଲି ପ୍ରାର୍ଥନା।
ଭଜନଟି ପୁରା ଶୁଣନ୍ତୁ,
ଭଲ ଲାଗିଲେ Like,
ଆପଣଙ୍କର ମୂଲ୍ୟବାନ ମତାମତ Comment ମାଧ୍ୟମରେ ଜଣାନ୍ତୁ
ଏବଂ Share କରି ଭକ୍ତିର ପ୍ରସାର କରନ୍ତୁ।
🎼 CREDITS
Concept & Lyrics: Kumar Anil
Video Editing: Kumar Anil
Production: Thekumaranilofficial
Music:
Music created through AI assistance.
Sur, bhabā (emotion) and musical direction generated through prompts designed by Kumar Anil.
Visuals & Videography:
Visuals and video elements originally created using AI assistance,
carefully crafted with significant effort and artistic direction by Kumar Anil
to match the devotional mood of the bhajan.
All visuals and audio in this video are AI-generated using AI tools.
All characters shown are virtual and do not represent any real person.
At the end of this video, my own image is shown and has been modified using AI tools.
⚠️ DISCLAIMER (IMPORTANT)
ଏହି ଭଜନଟି ଶୁଦ୍ଧ ଭକ୍ତି ଭାବନା ସହ ପ୍ରସ୍ତୁତ।
ଯଦି ଏହା କାହା ସହ କୌଣସି ପ୍ରକାରର ସାମଞ୍ଜସ୍ୟ (similarity) ରହିଥାଏ,
ସେଥିକୁ ସଂଯୋଗମାତ୍ର ବୋଲି ଧରାଯିବ।
କୌଣସି ଉଦ୍ଦେଶ୍ୟପୂର୍ଣ୍ଣ ଅନୁକରଣ କରାଯାଇନାହିଁ।
🔖 HASHTAGS
#ଉଦ୍ଧାର_କର_ଭୋଳା_ଶଙ୍କର
#ShivaBhajan
#OdiaBhajan
#OmNamahShivaya
#Mahadev
#OdiaDevotional
#EmotionalBhajan
#BhaktiSong
#ShivaBhakti
#thekumaranilofficial
#ai_music
#jajpur
#odishaculture
Повторяем попытку...
Доступные форматы для скачивания:
Скачать видео
-
Информация по загрузке: