ଚାକିରୀ ନାଁରେ ନେଟୱର୍କ ମାର୍କେଟିଂ ଫସେଇ ଦେଲେ ! Galway Job Scam & network Marketing, Cuttack.
Автор: Pratidin TV
Загружено: 2025-03-04
Просмотров: 185463
Описание:
ଚାକିରୀ ନାଁରେ ନେଟୱର୍କ ମାର୍କେଟିଂ ଫସେଇ ଦେଲେ ! ସ୍ଥାୟୀ ଚାକିରୀ ନାଁ ରେ ଟ୍ରେନିଂ ଦେବା ବାହାନା ରେ ମୋଟା ଅଙ୍କ ର ପଇସା ଲୁଟ କରୁଛନ୍ତି ଏବଂ ପରେ ଚାକିରୀ ବଦଳ ରେ ନେଟୱର୍କ ମାର୍କେଟିଙ୍ଗ ରେ କାମ କରିବା କୁ ବାଧ୍ୟ କରାଉଛନ୍ତି | ଏମିତି କିଛି ସ୍କାମ ର ସ୍ୱୀକାର ହେଉଛନ୍ତି ଆଜିର ଶିକ୍ଷିତ ଯୁବପିଢ଼ି | ତେବେ ଏଭଳି ଫ୍ରଡ଼ କମ୍ପାନୀ ର ସ୍ୱୀକାର ହୋଇ ଅଭିଯୋଗ ଆଣିଥିବା ଜଣେ ଯୁବକ ଙ୍କ ସହ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଆଲୋଚନା କରିଛନ୍ତି ଆମ ବାଙ୍କୀ ରିପୋର୍ଟର ପୁର୍ନେନ୍ଦୁ ନାୟକ | Galway Job Scam & network Marketing, Cuttack. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
https://www.pratidintv.com/
Like Our Facebook Page
: / pratidinodisha
Subscribe To Our YouTube Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
https://www.pratidintv.com/
Повторяем попытку...
Доступные форматы для скачивания:
Скачать видео
-
Информация по загрузке: