ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

Today(29-Jan)Dwaraphita,Mangala Alati,Besa Sringara & Dhupa Alati

Автор: JAY JAGANNATH TV

Загружено: 2026-01-28

Просмотров: 381

Описание: "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I

"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏

#jayjgannathtvlive #namitaagrawal #sidharthtv

Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397

Also available on all cable networks.
For More Info please contact - 6372804618

Also, visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U

#jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
Today(29-Jan)Dwaraphita,Mangala Alati,Besa Sringara & Dhupa Alati

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

ପବିତ୍ର ଭୌମି ଏକାଦଶୀରେ ପତକାଲାଗି ଦର୍ଶନ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି (29-Jan)PATAKALAGI | JAY JAGANNATH TV

ପବିତ୍ର ଭୌମି ଏକାଦଶୀରେ ପତକାଲାଗି ଦର୍ଶନ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି (29-Jan)PATAKALAGI | JAY JAGANNATH TV

Jaga Re (ଜଗା ରେ)| Studio Version | Odia Jagannath Bhajan | Sourav Bharadwaj | Aruna Muzik Odia

Jaga Re (ଜଗା ରେ)| Studio Version | Odia Jagannath Bhajan | Sourav Bharadwaj | Aruna Muzik Odia

LIVE | ଶ୍ରୀଜଗନ୍ନାଥ ଧାମରୁ  ସିଧାପ୍ରସାରଣ | Sandhya Alati,Pataka Lagi ,ShreeJagannath Dham .

LIVE | ଶ୍ରୀଜଗନ୍ନାଥ ଧାମରୁ ସିଧାପ୍ରସାରଣ | Sandhya Alati,Pataka Lagi ,ShreeJagannath Dham .

Bhaimi Ekadashi & Bada Ekadashi | ଭୈମୀ ଏକାଦଶୀ ବା ଜୟା ବଡ଼ ଏକାଦଶୀ | Upasana,Debasmita |ପିଶାଚତ୍ୱ ନାଶ ହୁଏ

Bhaimi Ekadashi & Bada Ekadashi | ଭୈମୀ ଏକାଦଶୀ ବା ଜୟା ବଡ଼ ଏକାଦଶୀ | Upasana,Debasmita |ପିଶାଚତ୍ୱ ନାଶ ହୁଏ

ନବଗୁଜ୍ଜରୀ #nabagujari

ନବଗୁଜ୍ଜରୀ #nabagujari

Patakalagi Darshan(29-Jan)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change

Patakalagi Darshan(29-Jan)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change

Gajendra Moksha Stotra | Odia Bhagabata | ଓଡ଼ିଆ ଭାଗବତ ରୁ ଉଧୃତ ସମ୍ପୂର୍ଣ ଗଜେନ୍ଦ୍ର ମୋକ୍ଷ ସ୍ତୋତ୍ର |

Gajendra Moksha Stotra | Odia Bhagabata | ଓଡ଼ିଆ ଭାଗବତ ରୁ ଉଧୃତ ସମ୍ପୂର୍ଣ ଗଜେନ୍ଦ୍ର ମୋକ୍ଷ ସ୍ତୋତ୍ର |

🔴 || LIVE || ସାଇବାବାଙ୍କ ସନ୍ଧ୍ୟା ଆଳତୀ  | Sandhya Alati | Sai Temple Swosti Premium | BhaktiOdisha

🔴 || LIVE || ସାଇବାବାଙ୍କ ସନ୍ଧ୍ୟା ଆଳତୀ | Sandhya Alati | Sai Temple Swosti Premium | BhaktiOdisha

ଡିସେମ୍ବର ମାସରେ ଦେହ ଅତ୍ୟନ୍ତ ଗୁରୁତର, ସେହି ଅସହାୟ ସମୟରେ ସାହା ହେଲେ ଜଗନ୍ନାଥ | Jay Jagannath TV

ଡିସେମ୍ବର ମାସରେ ଦେହ ଅତ୍ୟନ୍ତ ଗୁରୁତର, ସେହି ଅସହାୟ ସମୟରେ ସାହା ହେଲେ ଜଗନ୍ନାଥ | Jay Jagannath TV

Today's Live Darshan Lord Jagannath Mandir Puri Dham 🛑 29 Jan 2026

Today's Live Darshan Lord Jagannath Mandir Puri Dham 🛑 29 Jan 2026

ସନ୍ଧ୍ୟା ଆଳତୀ ଦର୍ଶନ (20 Sep) | Sandhya Alati LIVE Darshan - Jagannath Temple | Jay Jagannath TV

ସନ୍ଧ୍ୟା ଆଳତୀ ଦର୍ଶନ (20 Sep) | Sandhya Alati LIVE Darshan - Jagannath Temple | Jay Jagannath TV

Srikrushna Gobinda Hare Murare ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରୀ | Namita Agrawal | ହେ ନାଥ ନାରାୟଣ ବାସୁଦେବ

Srikrushna Gobinda Hare Murare ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରୀ | Namita Agrawal | ହେ ନାଥ ନାରାୟଣ ବାସୁଦେବ

Bhaimi ( Bada) Ekadashi | Video | ଭୈମୀ ଏକାଦଶୀ ବା ଜୟା ବଡ଼ ଏକାଦଶୀ | Upasana,Debasmita |ପିଶାଚତ୍ୱ ନାଶ ହୁଏ

Bhaimi ( Bada) Ekadashi | Video | ଭୈମୀ ଏକାଦଶୀ ବା ଜୟା ବଡ଼ ଏକାଦଶୀ | Upasana,Debasmita |ପିଶାଚତ୍ୱ ନାଶ ହୁଏ

କାଳିଆରେ ତତେ ପାରିଲିନି || Kaliare Tate Parilini|| ଗୀତ- ପଦ୍ମନାଭ ମିଶ୍ର || କଣ୍ଠ/ସଂଗୀତ- ରବୀନ୍ଦ୍ର ମହାପାତ୍ର

କାଳିଆରେ ତତେ ପାରିଲିନି || Kaliare Tate Parilini|| ଗୀତ- ପଦ୍ମନାଭ ମିଶ୍ର || କଣ୍ଠ/ସଂଗୀତ- ରବୀନ୍ଦ୍ର ମହାପାତ୍ର

Laxmi Purana ଲକ୍ଷ୍ମୀ ପୁରାଣ | ମାଣବସା ଗୁରୁବାର ବହିଗୀତ | Namita Agrawal & Gita Dash | Sidharth Bhakti

Laxmi Purana ଲକ୍ଷ୍ମୀ ପୁରାଣ | ମାଣବସା ଗୁରୁବାର ବହିଗୀତ | Namita Agrawal & Gita Dash | Sidharth Bhakti

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ତୃତୀୟ ସ୍କନ୍ଧର ୧୩  ଅଧ୍ୟାୟ | Jay Jagannath TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ତୃତୀୟ ସ୍କନ୍ଧର ୧୩ ଅଧ୍ୟାୟ | Jay Jagannath TV

Rasagola Anthem | ରସଗୋଲା ସଂଗୀତ | Subhransu Panda I Abhijeet Mishra | Odia Musik

Rasagola Anthem | ରସଗୋଲା ସଂଗୀତ | Subhransu Panda I Abhijeet Mishra | Odia Musik

🔴 Live Shirdi Sai Baba Darshan - 29 January 2026  (Dhoop Aarti)

🔴 Live Shirdi Sai Baba Darshan - 29 January 2026 (Dhoop Aarti)

ମୁକ୍ତି ଦିଅ ଜଗନ୍ନାଥ || MUKTI DIA JAGANNATH|| LK MANDAL|| LK ENTERTAINMENT

ମୁକ୍ତି ଦିଅ ଜଗନ୍ନାଥ || MUKTI DIA JAGANNATH|| LK MANDAL|| LK ENTERTAINMENT

Akrura Stuti | Odia Bhagabata | Shri Krushna Stuti ଓଡ଼ିଆ ଭାଗବତ ରୁ ଉଧୃତ ସମ୍ପୂର୍ଣ ଅକ୍ରୁର ସ୍ତୁତି

Akrura Stuti | Odia Bhagabata | Shri Krushna Stuti ଓଡ଼ିଆ ଭାଗବତ ରୁ ଉଧୃତ ସମ୍ପୂର୍ଣ ଅକ୍ରୁର ସ୍ତୁତି

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]