ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ଆଜି(10-10-2022)ନୀଳଚକ୍ରରେ ନାଲିରଂଗର ପତାକାଓଲାଗି ଓ ହଳଦିଆରଂଗର ପତାକାଲାଗିର ଅପୂର୍ବ ଦୃଶ୍ୟ

Автор: JAY JAGANNATH TV

Загружено: 2022-10-10

Просмотров: 69643

Описание: ନୀଳଚକ୍ରରେ ଉଡ୍ଡିୟମାନ ଧ୍ୱଜାକୁ ପତିତପାବନ ବାନା ବା ପତାକା କୁହାଯାଏ । ନୀଳଚକ୍ର ଉପରେ ଉଡୁଥିବା ବାନା ଗୋଟିଏ ଦିନରୁ ଅଧିକ ସମୟ ମନ୍ଦିରରେ ଉଡ଼େ ନାହିଁ । ବର୍ଷକ ବାର ମାସ ୩୬୫ ଦିନ , ଖରା, ବର୍ଷା , ଶୀତ କୁ ଖାତିର ନ କରି ପ୍ରତିଦିନ ସନ୍ଧ୍ୟା ୫ ଟା ରେ , ଚୁନରା ସେବକ ନୀଳଚକ୍ର ରେ ଧ୍ବଜା ବାନ୍ଧିବା ନିମନ୍ତେ ଶ୍ରୀମନ୍ଦିର ଚୁଡାକୁ ଆରୋହଣ କରିଥାନ୍ତି। ଏହି ସେବାକୁ ପତାକଲାଗି ସେବା କୁହାଯାଏ । ଶ୍ରୀମନ୍ଦିର ଭିତରେ ଏବଂ ସିଂହଦ୍ୱାର ସାମନାରେ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଗଣ ଏହି ପତାକା ଲାଗି ଦର୍ଶନ କରି ଧନ୍ୟ ହୁଅନ୍ତି ।

ନିଜ ଘରେ ବସି ମଧ୍ୟ ଟିଭି ପରଦାରେ ଏହି ଅପୂର୍ବ ଦୃଶ୍ୟର ସିଧା ପ୍ରସାରଣ ପ୍ରତିଦିନ ସନ୍ଧ୍ୟା ୫ ଟା ରେ ପୁରୀରୁ କେବଳ "ଜୟ ଜଗନ୍ନାଥ ଟିଭି" ରେ ଦେଖିବାର ସୁଯୋଗ ପାଉଛନ୍ତି

ବେକରେ ନୂଆ ଧ୍ବଜା ବାନ୍ଧି ସେ ଶ୍ରୀମନ୍ଦିର ଆରୋହଣ କରିଥାନ୍ତି । ପ୍ରଥମେ ଅଁଳା ବେଢ଼ା ରେ ଥିବା ଧ୍ବଜା ମହାବୀର ଙ୍କୁ ଉପାସନା କରି ସେଠାରେ ଦୀପ ପ୍ରଜ୍ବଳନ କରି ସାରିବା ପରେ , ଅଁଳା ବେଢ଼ା ଉପରକୁ ଏକ ଲୁହା ସିକୁଳି ମାଧ୍ୟମରେ ଯାଇଥାନ୍ତି। ତତ୍ପରେ କଳସ ଉପରେ ଚଢ଼ି , ନୀଳଚକ୍ର ଶିଖର କୁ ଯାଇଥାନ୍ତି। । ସେଠାରେ ଥିବା ପୁରୁଣା ଧ୍ବଜା ପରିବର୍ତ୍ତନ କରି ନୂଆ ଧ୍ବଜା ଲାଗି କରି ଥାନ୍ତି ଓ ଜଗତ ମଙ୍ଗଳ କାମନା କରିଥାନ୍ତି।ଏହି ବାନା ସାଧାରଣତଃ ଗାଢ଼ ନାଲି କିମ୍ବା ହଳଦିଆ ବର୍ଣ୍ଣ ଓ ବେଳେ ବେଳେ ଧଳା ରଙ୍ଗର ହୋଇଥାଏ । ଏହାର ମଧ୍ୟ ଭାଗରେ ଚନ୍ଦ୍ର ଓ ବିନ୍ଦୁ ଶ୍ୱେତ ରଙ୍ଗରେ ଅଙ୍କିତ ହୋଇଥାଏ ।

"ଜୟ ଜଗନ୍ନାଥ TV" ଚାନେଲ କୁ ଆପଣମାନଙ୍କୁ ସ୍ୱାଗତ I
Jay Jagannath TV ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ ସିଧାପ୍ରସାରଣରେ ଦେଖନ୍ତୁ : ଭୋର 5ଟା ରୁ ଦ୍ୱାରଫିଟା ନୀତି,ଶ୍ରୀ ପତିତପାବନଙ୍କ ମଙ୍ଗଳ ଆଳତୀ ଓ ନୀଳଚକ୍ର ଦର୍ଶନ,ସଂଧ୍ୟା 5ଟା ରୁ ପତାକାଲାଗି LIVE ଦର୍ଶନ ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ର ସିଧା ପ୍ରସାରଣ I

ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଏହା ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀ ଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏

Watch "JAY JAGANNATH TV" on DTH : Dish TV-1397 , Videocon D2H -1397 & all cable networks of Odisha...For More Info regarding the availability of this channel, Please contact - 6372804618

Also visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U

#jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ଆଜି(10-10-2022)ନୀଳଚକ୍ରରେ ନାଲିରଂଗର ପତାକାଓଲାଗି ଓ ହଳଦିଆରଂଗର ପତାକାଲାଗିର ଅପୂର୍ବ ଦୃଶ୍ୟ

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

ମାଘ ପୂର୍ଣ୍ଣିମାରେ ପତକାଲାଗି ଦର୍ଶନ କଲେ ସୌଭାଗ୍ୟ ମିଳେ(1-Fab)PATAKALAGI | JAY JAGANNATH TV

ମାଘ ପୂର୍ଣ୍ଣିମାରେ ପତକାଲାଗି ଦର୍ଶନ କଲେ ସୌଭାଗ୍ୟ ମିଳେ(1-Fab)PATAKALAGI | JAY JAGANNATH TV

Exclusive Interview: Sanjay Hans Predicts Gold & Silver Trends Ahead | Asala Katha

Exclusive Interview: Sanjay Hans Predicts Gold & Silver Trends Ahead | Asala Katha

ଜଟଣୀ ବରଅରା ଗ୍ରାମରେ ପ୍ରଭୁ ହନୁମାନଙ୍କ ମହାଯଜ୍ଞ II jataninews II dhirenpratihari II musikatvnews

ଜଟଣୀ ବରଅରା ଗ୍ରାମରେ ପ୍ରଭୁ ହନୁମାନଙ୍କ ମହାଯଜ୍ଞ II jataninews II dhirenpratihari II musikatvnews

ଆଜି(01-Feb)ଦକ୍ଷିଣଦ୍ୱାର ବଡେହନୁମାନଙ୍କ ସନ୍ଧ୍ୟାଆଳତୀ | Jay JagannathTV

ଆଜି(01-Feb)ଦକ୍ଷିଣଦ୍ୱାର ବଡେହନୁମାନଙ୍କ ସନ୍ଧ୍ୟାଆଳତୀ | Jay JagannathTV

Случаи в Природе Один на Миллион

Случаи в Природе Один на Миллион

ବେସନ ମୁଡୁକି || Odia Family Vlog || Tapan Sanju Family Vlog

ବେସନ ମୁଡୁକି || Odia Family Vlog || Tapan Sanju Family Vlog

ЗАХВАТЫВАЮЩИЙ СОВРЕМЕННЫЙ ДЕТЕКТИВ┃1-8 СЕРИИ┃Кто он, таинственный и жестокий Хозяин?┃Драма,Боевик

ЗАХВАТЫВАЮЩИЙ СОВРЕМЕННЫЙ ДЕТЕКТИВ┃1-8 СЕРИИ┃Кто он, таинственный и жестокий Хозяин?┃Драма,Боевик

Беременная Белая Медведица Постучала в Дверь Полярной Станции — Дальше Случилось Невероятное!

Беременная Белая Медведица Постучала в Дверь Полярной Станции — Дальше Случилось Невероятное!

ଶିବଙ୍କ ମନ୍ତ୍ର ଜାଣିନି, କିନ୍ତୁ ମନମୋର ପବିତ୍ର ! Sadhu Baba forgets Mantra, police apprehended 3, Bbsr.

ଶିବଙ୍କ ମନ୍ତ୍ର ଜାଣିନି, କିନ୍ତୁ ମନମୋର ପବିତ୍ର ! Sadhu Baba forgets Mantra, police apprehended 3, Bbsr.

ଆଜି ରବି ବାରରେ ସୂର୍ଯ୍ୟପୁରାଣ ଗୋଟିଏ ଅଧ୍ୟାୟ ନିଶ୍ଚିତ ଶୁଣନ୍ତୁ ll Surjya Purana Odia ll Sasmita Padhi ll

ଆଜି ରବି ବାରରେ ସୂର୍ଯ୍ୟପୁରାଣ ଗୋଟିଏ ଅଧ୍ୟାୟ ନିଶ୍ଚିତ ଶୁଣନ୍ତୁ ll Surjya Purana Odia ll Sasmita Padhi ll

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ତୃତୀୟ ସ୍କନ୍ଧର ୨୬ ଅଧ୍ୟାୟ | Jay Jagannath TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ତୃତୀୟ ସ୍କନ୍ଧର ୨୬ ଅଧ୍ୟାୟ | Jay Jagannath TV

Дрон был спущен на дно Бермудского треугольника, то что удалось заснять шокировало мир

Дрон был спущен на дно Бермудского треугольника, то что удалось заснять шокировало мир

ଆଜି(01-Feb) ଶ୍ରୀମନ୍ଦିରର ଦିବ୍ୟ ସନ୍ଧ୍ୟା ଦର୍ଶନ | Jay Jagannath Tv

ଆଜି(01-Feb) ଶ୍ରୀମନ୍ଦିରର ଦିବ୍ୟ ସନ୍ଧ୍ୟା ଦର୍ଶନ | Jay Jagannath Tv

କାହିଁକି ପାଳନ ହୁଏ ଅଗ୍ନି ଉତ୍ସବ? Jay Jagannth Tv

କାହିଁକି ପାଳନ ହୁଏ ଅଗ୍ନି ଉତ୍ସବ? Jay Jagannth Tv

Зимние Кошмары, Снятые на Камеру!

Зимние Кошмары, Снятые на Камеру!

କେଉଁ ପାପର ଶାସ୍ତିରେ ମଣିଷ ପଶୁ ଯୋନି ପାଏ ?  ଶ୍ରୀକୃଷ୍ଣ–Garuda Secret Karma Truth |

କେଉଁ ପାପର ଶାସ୍ତିରେ ମଣିଷ ପଶୁ ଯୋନି ପାଏ ? ଶ୍ରୀକୃଷ୍ଣ–Garuda Secret Karma Truth |

ନରେନ୍ଦ୍ର ମୋଦି ପ୍ରକୃତରେ କିଏ ? | Malika Bhavishya Vani | @SatyaBhanja

ନରେନ୍ଦ୍ର ମୋଦି ପ୍ରକୃତରେ କିଏ ? | Malika Bhavishya Vani | @SatyaBhanja

ଆଜି(01-Feb)କାକୁଡି ଖାଇଙ୍କ ସନ୍ଧ୍ୟା ଆଳତୀ ଦର୍ଶନ | Jay Jagannath TV

ଆଜି(01-Feb)କାକୁଡି ଖାଇଙ୍କ ସନ୍ଧ୍ୟା ଆଳତୀ ଦର୍ଶନ | Jay Jagannath TV

Mayapur New Temple Opening 2026. Newly Made Temple Near Kolkata. Mayapur Sri Sri Gaur Nitai Temple.

Mayapur New Temple Opening 2026. Newly Made Temple Near Kolkata. Mayapur Sri Sri Gaur Nitai Temple.

Случаи в Природе Один на Миллион

Случаи в Природе Один на Миллион

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]