ବାବୁ ମହଲ: ଟ୍ରାଫିକ ଫାଇନ | Babu Mahal # 309 - Traffic Fine | Odia Cartoon Video | Odia Comedy
Автор: Dharitri Live
Загружено: 2026-01-19
Просмотров: 13844
Описание:
ଆମ ଦେଶରେ ବଢ଼ି ଚାଲିଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସରକାର ଯାନବାହନରେ ପ୍ରଦୂଷଣ ରୋକିବାକୁ କଡ଼ାକଡ଼ି କରିଛନ୍ତି ଆଇନ। ଏବେ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ନଥିଲେ ବହୁଗୁଣା ଫାଇନ ଆଦାୟ ହେବ ବୋଲି ସରକାର କରିଛନ୍ତି ଘୋଷଣା, ଯାହାକି ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ନିୟମ ଯେ ଲୋକମାନଙ୍କ ପାଇଁ ଏବଂ ବାୟୁ ପ୍ରଦୂଷଣ ରୋକିବାକୁ ହୋଇଛି, ତାହା କେହି ବୁଝିବାକୁ ପ୍ରସ୍ତୁତ ନୁହନ୍ତି। ଏହି ପ୍ରସଙ୍ଗକୁ ଆଧାର କରି ଏଥର ବାବୁ ମହଲରେ ପ୍ରସ୍ତୁତ କରୁଛୁ 'ଟ୍ରାଫିକ ଫାଇନ' ।
ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।
Babu Mahal # 309: ଟ୍ରାଫିକ ଫାଇନ : Traffic Fine ( A funny odia animated cartoon web series from Dharitri Live )
This video is not allowed for reuse/ redistribution in any form and manner on any source. Copyright owner : Dharitri Live
LIKE | SHARE | SUBSCRIBE
Also Watch:
👉 Special Episodes : • Special Report - ସ୍ପେଶିଆଲ ରିପୋର୍ଟ
👉 'Fun with Public' all episodes: • Fun With Public | ଫନ୍ ଓ୍ବିଥ୍ ପବ୍ଲିକ୍ | Dha...
👉 Babu Mahal - Cartoon animation web series: • Babu Mahal | ବାବୁ ମହଲ
👉 Health Tips: • Health Tips | ହେଲ୍ଥ୍ ଟିପ୍ସ୍
👉 Smart City Specials | ସ୍ମାର୍ଟ୍ ସିଟି ସ୍ପେଶାଲ୍ସ୍ : • Delicious momos in Bhubaneswar । ସ୍ମାର୍ଟସି...
👉 Man Mijaj | ମନ ମିଜାଜ : • Man Mijaj | ମନ ମିଜାଜ | Dharitri Live
For more updates please visit us:
👉 Website: https://www.dharitri.com
👉 Facebook: / dharitrinews
👉 Twitter: / dharitrilive1
👉 Youtube: / dharitrilive
👉 Instagram: / dharitrilive
#BabuMahal #OdiaCartoonVideo #OdiaComedy #CartoonVideo #SaniaComedy #AnimationComedy #NewOdiaComedy #cartooncomedy #cartoonvideo #cartoonforkids #saniacomedyvideo #saniacartoonvideo #TrafficFine #TrafficRules #AirPollution #Dharitri
Повторяем попытку...
Доступные форматы для скачивания:
Скачать видео
-
Информация по загрузке: