ଭାତ ନା ରୁଟି – କ’ଣ ଖାଇଲେ କମିବ ଓଜନ? | Weight Loss Diet in Odia | Niharika Dash
Автор: Swasthya Plus Odia
Загружено: 2021-08-22
Просмотров: 286271
Описание:
#WeightLossDiet #OdiaHealthTips #ExpertAdvice
ସାଧାରଣତଃ ଭାରତୀୟ ନାଗରିକଙ୍କ ପାଇଁ ଭାତ ହେଉଛି ପ୍ରଧାନ ଖାଦ୍ୟ। ଭାରତୀୟ ଖାଦ୍ୟଶୈଳୀରେ ରନ୍ଧା ଯାଉଥିବା ତରକାରିକୁ ଭାତ ଏବଂ ରୁଟି ସହ ଭୋଜନ କରାଯାଏ। କିନ୍ତୁ ଯେତେବେଳେ ଓଜନ କମାଇବା ବା ଡାଏଟ୍ କଣ୍ଟ୍ରୋଲ ବା ଫିଟ୍ ରହିବା କଥା ଆସେ ଲୋକମାନେ ବହୁତ ଚିନ୍ତିତ ହୋଇପଡ଼ନ୍ତି ଏବଂ ଭାତ ଛାଡ଼ି ରୁଟି ଖାଇବା ଆରମ୍ଭ କରିଦିଅନ୍ତି। ଏହା ସତ ନା ଭୁଲଧାରଣା। ଏ ବିଷୟରେ ଡାଏଟିସିଆନ୍ ନିହାରିକା ଦାଶ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
Rice is a staple food for Indian citizens. rice is cooked every day for lunch or dinner. But when it comes to weight loss or diet control or fitness, people are very worried and start eating roti instead of rice. Let's find out more from Dietician Niharika Dash.
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!
Повторяем попытку...
Доступные форматы для скачивания:
Скачать видео
-
Информация по загрузке: