କଣାସରେ ଗୋଠଛଡ଼ା ହାତୀ ଆତଙ୍କ, ଧାନ କ୍ଷେତରେ ପସି କରୁଛି ଧାନ ଫସଲ ନଷ୍ଟ ! Elephant terror in Kanas, Puri
Автор: Pratidin TV
Загружено: 2026-02-19
Просмотров: 270
Описание:
କଣାସରେ ଗୋଠଛଡ଼ା ହାତୀ ଆତଙ୍କ, ଧାନ କ୍ଷେତରେ ପସି କରୁଛି ଧାନ ଫସଲ ନଷ୍ଟ ! କଣାସ ରେ ହାତୀ ଆତଙ୍କ । କଣାସ,କୋଟକଣା, ବେଣାଙ୍ଗା, ମାଢିପୁରୁ, ନୂଆ ଦୋକନ୍ଦା ଗହିରେ ନଷ୍ଟ କଲା ଧାନ ଫସଲ ।ରାତିରୁ ଆସି ଗହିର ସାରା ବୁଲୁଛି ।।ରବି ଧାନ ଜମିରେ ପସିବାରୁ ଧାନଫସଲ।ନଷ୍ଟ ହେଉଛି ।ଚନ୍ଦକା ଅଞ୍ଚଳରେଖସି ଆସିଥିବା ସୂଚନା । ଫସଲ ନଷ୍ଟ ଭୟରେ ଲୋକ ଦାନ୍ତକୁ ଘଉଡ଼ାଇବାକୁ ଉଦ୍ୟମ।ପହଞ୍ଚିବି ବନବିଭାଗ ।ନୁଆ ଜଗନ୍ନାଥ ସଡକ ଧାରରେବୁଲୁଛି ଗୋଠ ଛଡ଼ା ଦନ୍ତା ।। ସ୍ଥାନୀୟ ଲୋକ ଘଉଡ଼ାଇବାକୁ ଉଦ୍ୟମ ବେଳେ ହାତୀ ଆକ୍ରମଣରୁ ଅଳ୍ପକେ। ର୍ତିଲା ଜଣେ ଯୁବକ । ଦନ୍ତା ଭୟରେ ଧାନ ଜମିକୁ ଯାଇପାରିନାହାନ୍ତି ଚାଷୀ। ଶହଶହ ଲୋକ। ଦୂରରେ ଛିଡା ହେଇଧାନ ଜମିକୁ।ରକ୍ଷା ପାଇଁପ୍ରୟାସ ଜାରି। Elephant terror in Kanas, Puri
#puri #elephant
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Повторяем попытку...
Доступные форматы для скачивания:
Скачать видео
-
Информация по загрузке: