ଡ୍ରାଇଭର ଜାତି କୁ ମୋର ବିଶ୍ବାସ ନାହିଁ, ଚାକିରୀ ଦେବାର ୧୪ ମିନିଟ୍ ରେ ଗାଡି ନାହିଁ! Driver absconds car, Bbsr.
Автор: Pratidin TV
Загружено: 2025-10-29
Просмотров: 85560
Описание:
ଡ୍ରାଇଭର ଜାତି କୁ ମୋର ବିଶ୍ବାସ ନାହିଁ, ଚାକିରୀ ଦେବାର ୧୪ ମିନିଟ୍ ରେ ଗାଡି ନାହିଁ! ଡ଼୍ରାଇଭର ରଖୁଥିଲେ ହେଇଯାଆନ୍ତୁ ସାବଧାନ। ନହେଲେ ଆପଣଙ୍କର ଗାଡ଼ିକୁ ବି ଚଞ୍ଚକତା କରି ଗାଡ଼ି କୁ ନେଇ ଚଂପଟ ମାରିପାରାନ୍ତି ଆପଣଙ୍କର ଡ଼୍ରାଇଭର। ଏମିତି ଘଟଣା ଦେଖିବାକୁ ମିଳିଛି ଏୟାରଫିଲ୍ଡ ଥାନା ଅଂଚଳରେ। ଜଣେ ମହିଳା ତାଙ୍କ ଗାଡ଼ି ପାଇଁ ଗୋଟେ ଡ଼୍ରାଇଭର ରଖିଥିଲେ । ଉକ୍ତ ଡ଼୍ରାଇଭର ଜଣକ ଚଞ୍ଚକତା କରି ଗାଡ଼ି ନେଇ ଫେରାର ହୋଇଯାଇଥିଲେ।ଏହା ପରେ ମହିଳା ଜନକ ଏୟାରଫିଲ୍ଡ ଥାନା ରେ ଅଭିଯୋଗ କରିଥିଲେ। ଉକ୍ତ ଡ୍ରାଇଭର ସହ ଗାଡ଼ିକୁ ନୟାଗଡ଼ ଅଞ୍ଚଳ ରୁ ଜବତ କରିଛି ପୋଲିସ। Driver runs away with owner car, Bbsr.
#bhubaneswarnews #cardriver #cardriverjobs #seniorcitizens
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Повторяем попытку...
Доступные форматы для скачивания:
Скачать видео
-
Информация по загрузке: