ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

Forest and Health - a film on positive effects of forest on human health

Автор: LIGHT HOUSE ODISHA

Загружено: 2023-07-13

Просмотров: 206

Описание: ଦେଖାଯାଇଛି ଯେ ଜଙ୍ଗଲରେ ସମୟ କାଟିବା ବେଳେ ମଣିଷର ରକ୍ତଚାପ, ଥକାପଣ କମିବା ସହ ରୋଗ ପ୍ରତିରୋଧକ ଶକ୍ତି ଓ ଏକ ସକାରାତ୍ମକ ମନୋଭାବ ବୃଦ୍ଧି ପାଇଥାଏ । ଏହାର କାରଣ ହେଉଛି ଜଙ୍ଗଲରୁ ପ୍ରଚୁର ପରିମାଣରେ ମିଳୁଥିବା ସ୍ଵଚ୍ଛ ଅମ୍ଳଜାନ । ଏହି ଦୃଷ୍ଟିରୁ ଆମେ ନିଶ୍ଚିତ ଭାଗ୍ୟବାନ କାରଣ ଦେଶର ସବୁଠୁ ଅଧିକ ଜଙ୍ଗଲ ଥିବା ରାଜ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ଅନ୍ୟତମ । ଆମ ରାଜ୍ୟର ୧୦୦ ଭାଗରୁ ୩୭ ଭାଗ ଅଞ୍ଚଳ ହେଉଛି ବନାଞ୍ଚଳ ଓ ଜୈବ ବିବିଦ୍ଧତାରେ ପରିପୂର୍ଣ । ଚିଲିକା ପରି ଆଦ୍ରଭୂମି, ଭିତରକନିକା ଭଳି ଲୁଣା ଜଙ୍ଗଲଠୁ ନେଇ ଶିମିଳିପାଳ, ସୁନ୍ଦରଗଡ, କନ୍ଧମାଳର ଘଞ୍ଚ ପର୍ଣମୋଚି ଅରଣ୍ୟରେ ଆମ ଓଡ଼ିଶା ସମୃଦ୍ଧ । ୨୦୨୧ର ଫରେସ୍ଟ ସର୍ଭେ ଅଫ ଇଣ୍ଡିଆର ତଥ୍ୟ ଅନୁଯାଇ ଓଡ଼ିଶାର ୫୨,୧୫୬ ବର୍ଗକିଲୋମିଟର ଅଞ୍ଚଳରେ ଦେଖାଯାଏ ଜଙ୍ଗଲ । ଏହି ଜଙ୍ଗଲ ସବୁର ପ୍ରଭାବ ପଡିଥାଏ ନିକଟରେ ବସବାସ କରୁଥିବା ମଣିଷ ମାନଙ୍କ ଉପରେ ।

A film on the link exists between forest and health of human beings. Made for PCCF & HoFF, Odisha.

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
Forest and Health - a film on positive effects of forest on human health

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]