PART 1 Jeypore Pushupuni 2026 ଜୟପୁର ପୁଷପୁନି ପର୍ବ 🌸
Автор: Dauda Vlog Star
Загружено: 2026-01-11
Просмотров: 32
Описание:
🌸 Jeypore Pushupuni 2026 | ଜୟପୁର ପୁଷପୁନି ପର୍ବ 🌸
ଆଜି ଜୟପୁର ରେ ପାଳନ ହେଉଥିବା ପବିତ୍ର ପୁଷପୁନି ପର୍ବ 2026 ର ସୁନ୍ଦର ଦୃଶ୍ୟ ଆପଣମାନେ ଏହି ଭିଡିଓରେ ଦେଖିପାରିବେ।
ଆମ ଆଦିବାସୀ ସଂସ୍କୃତି, ପରମ୍ପରା, ନୃତ୍ୟ ଓ ଉତ୍ସବର ଆନନ୍ଦ ଭରା ମୁହୂର୍ତ୍ତକୁ ଏହି vlog ମାଧ୍ୟମରେ ଧରିବାକୁ ଚେଷ୍ଟା କରିଛି।
🙏 Pushupuni ପର୍ବ ଆମ ଜୀବନର ଏକ ଗର୍ବର ଅଂଶ –
ପ୍ରକୃତି ପୂଜା, ଫୁଲ ଅର୍ପଣ ଓ ସମସ୍ତଙ୍କ ମିଶି ଉତ୍ସବ ପାଳନ କରିବାର ସୁନ୍ଦର ପରମ୍ପରା।
Повторяем попытку...
Доступные форматы для скачивания:
Скачать видео
-
Информация по загрузке: