ଶୀତ ଦିନ ସ୍ପେଶାଲ୍ ସୁଆଦିଆ "ଗାଜର ହାଲୁଆ" | Gajar Halwa Recipe in Odia | Nirupama Cooking
Автор: Nirupama Cooking
Загружено: 2026-01-15
Просмотров: 190
Описание:
ନମସ୍କାର, ମୁଁ ନିରୁପମା! ଆଜି Nirupama Cooking ରେ ଆମେ ବନେଇବା ସମସ୍ତଙ୍କର ପ୍ରିୟ ଗାଜର ହାଲୁଆ. ଶୀତ ଦିନରେ ନାଲି ନାଲି ଗାଜର ବଜାରରେ ବହୁତ ମିଳେ, ଆଉ ଏହି ସମୟରେ ଗାଜର ହାଲୁଆ ଖାଇବାର ମଜା କିଛି ଅଲଗା. ମୁଁ ଏହି ଭିଡିଓରେ ଅତି ସହଜରେ, କମ୍ ସମୟରେ କିପରି ଟେଷ୍ଟି ହାଲୁଆ ବନେଇବେ ତାହାର ସିକ୍ରେଟ୍ ଟିପ୍ସ ଶେୟାର କରିଛି.
ସାମଗ୍ରୀ (Ingredients):
ଗାଜର (Carrot): ୫୦୦ ଗ୍ରାମ୍ (କୋରା ହୋଇଥିବା)
କ୍ଷୀର (Milk): ୧/୨ ଲିଟର
ଚିନି (Sugar): ୧/୨ କପ୍
ଦେଶୀ ଘିଅ (Ghee): ୩-୪ ଚାମଚ
ଗୁଜୁରାତି ଗୁଣ୍ଡ (Cardamom Powder): ୧/୨ ଚାମଚ
କାଜୁ ଓ କିସମିସ (Dry Fruits)
ଭିଡିଓଟି ଭଲ ଲାଗିଲେ Like କରନ୍ତୁ ଏବଂ ଆଗକୁ ଏମିତି ନୂଆ ନୂଆ ରେସିପି ଦେଖିବା ପାଇଁ Nirupama Cooking ଚ୍ୟାନେଲକୁ Subscribe କରନ୍ତୁ. ଧନ୍ୟବାଦ!
.
.
.
.
.
.
ଗାଜର ହାଲୁଆ, Gajar Halwa Odia, Gajara Halua, Odia Rosei, Nirupama Cooking, Carrot Halwa Recipe Odia, Odia Food Channel, Healthy Dessert Odia.
Повторяем попытку...
Доступные форматы для скачивания:
Скачать видео
-
Информация по загрузке: