bamur Shiva mandir||ବାମୁର ଧବଳେଶ୍ଵର ମନ୍ଦିର||angul tourism pleace
Автор: Jay Jagannath ast
Загружено: 2023-07-18
Просмотров: 1717
Описание:
bamur Shiva mandir||ବାମୁର ଧବଳେଶ୍ଵର ମନ୍ଦିର||angul tourism pleace
email ID..
[email protected]
about this video.
ଅନୁଗୋଳ ଜିଲ୍ଲାର କିଶୋନଗର ବ୍ଲକର ବାମୂର୍ ଠାରେ ଏହି ମନ୍ଦିର ଅବସ୍ଥିତ ! ଅନୁଗୋଳ ଠାରୁ ୮୦ କିମି ପଶ୍ଚିମ ଦିଗର ୫୫ନଂ ଜାତୀୟ ରାଜପଥରେ ଗଲେ ବାମୁର ନିକଟରେ ଅବସ୍ଥିତ ଏହି ପୀଠ !ଏହି ମନ୍ଦିରରେ ଆରାଧ୍ୟ ଦେବତା ଭାବରେ ବାବା ଧବଳେଶ୍ଵର ନାମରେ ପୂଜା କରାଯାଏ ! ୧୯୬୭-୧୯୨୮ ମସିହାରେ ଆଠମଲିକ ଗଡଜାତର ରାଜା ଶ୍ରୀଯୁକ୍ତ କିଶୋରଚନ୍ଦ୍ର ଦେଓ ମନ୍ଦିର ନିର୍ମାଣ କରିଥିଲେ ପ୍ରାୟ ୨ ଏକର ୨୭ଜିସିମିଲ ପରିମିତ ଜାଗା ଉପରେ ଗଢ଼ି ଉଠିଛି ଏହି ମନ୍ଦିର
ଏ ମନ୍ଦିର ର ମୁଖ୍ୟ ପର୍ବ ପର୍ବାଣୀ ହେଉଛି ଶିବରାତ୍ରି , ସଂକ୍ରାନ୍ତି , ବଡ଼ଓଷା , ଦୋଳଯାତ୍ରା ଓ ବର୍ଷର ପ୍ରତ୍ୟକ ସୋମବାର ହେଉଛି ମୁଖ୍ୟ ପର୍ବ ବାବା ଧବଳଶ୍ଵରଙ୍କ ମହିମାର ଆକୃଷ୍ଟ ହୋଇ ଭୋକ୍ତମାନେ ନିଜର ମାନସିକ ନିମିତ୍ତ ଏଠାରେ ରୁଦ୍ରାଭିଷେକ, ଜଳାଭିଷେକ,ବାହାଘର,ନିର୍ବନ୍ଧ,ଏକୋଇଶିଆ,ହୋମଯଜ୍ଞ ଆଦି ମାଙ୍ଗଳିକ କାର୍ଯ୍ୟ କରିବା ନିମିତ୍ତ ଆଗ୍ରହ ପ୍ରକାଶ କରନ୍ତି
social link..
Facebook.link👇👇 link. / akshyakumar.sahoo.587
Instagram.link👇👇https://www.instagram.com/invites/con...
#bamurshivamandhir
#babadhabaleswara
#jayjagannathast
#touristplace
#travelvlog
Повторяем попытку...
Доступные форматы для скачивания:
Скачать видео
-
Информация по загрузке: