SANJA SAKALE KARAOKE TRACK ||AMIT PANI TRACK || odia Christian devotional song
Автор: Mu ChristiyaSebaka
Загружено: 2018-08-18
Просмотров: 241452
Описание:
୧୩-
ସଞ୍ଜ ସକାଳେ....
-----------------------------
ସଞ୍ଜ ସକାଳେ ତୁମରି ନାମେ
ମୁଁ ଗାଇବି ପ୍ରଭୁ ମୁଁ ଭଜିବି/ସଞ୍ଜ ସକାଳେ..
ତୁମରି ପଥରେ ମୁଁ ଚାଲିବି/
ତୁମରି ସେବା କରିବି/-୨/ସଞ୍ଜ ସକାଳେ..
*ତୁମ ନାମେ ଧନଜନ
ସେହି ନାମେ ପରିତ୍ରାଣ
ଅଛି ପ୍ରଭୁ ଅନନ୍ତ ଜୀବନ/ତୁମ ନାମେ..
ସେହି ନାମେ ମୋର...
ସେହି ନାମେ ମୋର ଜ୍ଞାନ ସନମାନ
ବଢାଏ ମୋ ନୀତିଦିନ-୨/ସଞ୍ଜ ସକାଳେ..
**ଆହେ ପ୍ରଭୁ ଦୁଃଖ ହାରୀ
ଶୁଣ ନୀତି ମୋ ଗୁହାରୀ
କର ପ୍ରଭୁ ସଙ୍କଟରୁ ପାରି/ଆହେ ପ୍ରଭୁ..
ତୁମେ ହିଁ ମୋହର...
ତୁମେ ହିଁ ମୋହର ଜୀବନ ଚାଳକ
ରକ୍ଷା କରହେ ଇଶ୍ଵର-୨/ସଞ୍ଜ ସକାଳେ..
ଗୀତ, ସଂଗୀତ-ପ୍ରଯୋଜନା-ଶ୍ରୀକାନ୍ତ ପାଲକା Youtube- Srikant pal
""""''''"'''''"'''''''''''''''"""''""'''''''''"'''"'''"'''''''"'''''''''''''''''
SANJA SAKALE KARAOKE TRACK ||AMIT PANI TRACK || odia Christian devotional song
Повторяем попытку...
Доступные форматы для скачивания:
Скачать видео
-
Информация по загрузке: