ADIVASI KO OPOMAN HARD ROAST ‼️ODIA ROASTING VIDEO ✅
Автор: RAIRANGPUR HEREL
Загружено: 2026-03-19
Просмотров: 9704
Описание:
ନମସ୍କାର 🙏
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଖବର ପ୍ରସାରଣ କରୁଥିବା ସମସ୍ତ ରିପୋର୍ଟର ବନ୍ଧୁ ମାନଙ୍କୁ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ
ଆପଣମାନେ ଆଦିବାସୀ ମାନଙ୍କ ସ୍ୱର କୁ ଲୁଚାଇବା ଭଳି ଖବର ପ୍ରସାରଣ କରନ୍ତୁ ନାହିଁ। ନଚେତ୍ ଆମେ ବି ମଣିଷ ଆମକୁ ବି କିଛି କରିବାକୁ ଆସେ ...ତେଣୁ ଆପଣମାନେ ଆଦିବାସୀ ମାନଙ୍କୁ ସହଯୋଗ କଲେ ଆପଣ ମାନଙ୍କୁ ମଧ୍ୟ ଆଦିବାସୀ ତରଫରୁ ସହଯୋଗ ନିହାତି ମିଳିବ ✅
ଭାସ୍କର କୁ ରଷଟିଙ୍ଗ୍ କରିବାର ଉଦେଶ୍ୟ ଯେ ସେ ଟିକେ ବହଳଦା ଘଟଣାରେ Over confidence ଦେଖାଇ ଦେଲା ତେଣୁ ନାମ ନେଲା ✌️🫵‼️
#santali #santhali #rrpherel #sadhumarandi #bmsanthali #stherel #roast #assam #santhalinews #assamkokrajhar
Повторяем попытку...
Доступные форматы для скачивания:
Скачать видео
-
Информация по загрузке: