ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

Patakalagi Darshan(5-Mar)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change

Автор: JAY JAGANNATH TV

Загружено: 2026-03-05

Просмотров: 4480

Описание: ✨ ଆଜିର ପବିତ୍ର ଘଟଣା – ନୀଳଚକ୍ର ଉପରେ ହଳଦିଆ ରଙ୍ଗର ପତାକାଲାଗି ✨

📅 05-Mar -2026– ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ନୀଳଚକ୍ର ଉପରେ ପବିତ୍ର ହଳଦିଆ ରଙ୍ଗର ପତାକା ପରିବର୍ତ୍ତିତ ହେଲା।
🏛️ ଏହି ପତାକାଲାଗି ଭକ୍ତମାନଙ୍କୁ ଦେଇଥାଏ ଶାନ୍ତି ଓ ଆଶୀର୍ବାଦ

📺 ଘରେ ବସି LIVE ଦେଖନ୍ତୁ —
Jay Jagannath TV – ଆପଣଙ୍କ ଆଧ୍ୟାତ୍ମିକ ଯାତ୍ରାର ସାଥୀ
🙏 ଜୟ ଜଗନ୍ନାଥ

ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ବା ପତାକା ଗୋଟିଏ ଦିନରୁ ଅଧିକ ସମୟ ମନ୍ଦିରରେ ଉଡ଼େ ନାହିଁ । ବର୍ଷକ ବାର ମାସ ୩୬୫ ଦିନ ଖରା, ବର୍ଷା , ଶୀତ କୁ ଖାତିର ନ କରି ପ୍ରତିଦିନ ସନ୍ଧ୍ୟା ୫ ଟା ରେ ଚୁନରା ସେବକ ନୀଳଚକ୍ର ରେ ଧ୍ବଜା ବାନ୍ଧିବା ନିମନ୍ତେ ଶ୍ରୀମନ୍ଦିର ଚୁଡାକୁ ଆରୋହଣ କରିଥାନ୍ତି। ଏହି ସେବାକୁ ପତାକଲାଗି ସେବା କୁହାଯାଏ । ଶ୍ରୀମନ୍ଦିର ଭିତରେ ଏବଂ ସିଂହଦ୍ୱାର ସାମନାରେ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଗଣ ଏହି ପତାକା ଲାଗି ଦର୍ଶନ କରି ଧନ୍ୟ ହୁଅନ୍ତି ।

ଚୁନରା ସେବକ ମାନେ ବେକରେ ନୂଆ ଧ୍ବଜା ବାନ୍ଧି ସେ ଶ୍ରୀମନ୍ଦିର ଆରୋହଣ କରିଥାନ୍ତି । ପ୍ରଥମେ ଅଁଳା ବେଢ଼ା ରେ ଥିବା ଧ୍ବଜା ମହାବୀର ଙ୍କୁ ଉପାସନା କରି ସେଠାରେ ଦୀପ ପ୍ରଜ୍ବଳନ କରି ସାରିବା ପରେ , ଅଁଳା ବେଢ଼ା ଉପରକୁ ଏକ ଲୁହା ସିକୁଳି ମାଧ୍ୟମରେ ଯାଇଥାନ୍ତି। ତତ୍ପରେ କଳସ ଉପରେ ଚଢ଼ି , ନୀଳଚକ୍ର ଶିଖରକୁ ଯାଇଥାନ୍ତି। । ସେଠାରେ ଥିବା ପୁରୁଣା ଧ୍ବଜା ପରିବର୍ତ୍ତନ କରି ନୂଆ ଧ୍ବଜା ଲାଗି କରିଥାନ୍ତି ଓ ଜଗତ ମଙ୍ଗଳ କାମନା କରିଥାନ୍ତି । ଏହି ବାନା ସାଧାରଣତଃ ଗାଢ଼ ନାଲି କିମ୍ବା ହଳଦିଆ ବର୍ଣ୍ଣ ଓ ବେଳେ ବେଳେ ଧଳା ରଙ୍ଗର ହୋଇଥାଏ । ଏହାର ମଧ୍ୟ ଭାଗରେ ଚନ୍ଦ୍ର ଓ ବିନ୍ଦୁ ଶ୍ୱେତ ରଙ୍ଗରେ ଅଙ୍କିତ ହୋଇଥାଏ ।

#patakalagidarshan #jayjagannathtv #SidharthTV #jayjagannathlive #jagannath #jagannatha #jagannathtemple #JagannathCulture #NamitaAgrawal #SitaramAgrawal #SidharthUtsav #SidharthGold #SidharthMusic #SidharthNetwork #TodayPatakalagi #dhwajaarohan #banabandha

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I

"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏

#jayjgannathtvlive #namitaagrawal #sidharthtv

Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397

Also available on all cable networks.
For More Info please contact - 6372804618

Also, visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U

#jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
Patakalagi Darshan(5-Mar)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

Patakalagi Darshan(6-Mar)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change

Patakalagi Darshan(6-Mar)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change

ସନ୍ଧ୍ୟା ଆଳତୀ ଦର୍ଶନ (06-Mar) | Sandhya Alati LIVE Darshan - Jagannath Temple | Jay Jagannath TV

ସନ୍ଧ୍ୟା ଆଳତୀ ଦର୍ଶନ (06-Mar) | Sandhya Alati LIVE Darshan - Jagannath Temple | Jay Jagannath TV

ରାତି ୯ଟାର ବଡ଼ ଖବର | 9PM Headlines | 6th March 2026 | Odia News | Breaking News

ରାତି ୯ଟାର ବଡ଼ ଖବର | 9PM Headlines | 6th March 2026 | Odia News | Breaking News

HATA MAJHIRE BRAMHA GYANA ||NEW ODIA COMEDY||TULU COMEDY || RANGILA COMEDY ||ANTARANGA ENTERTAINMENT

HATA MAJHIRE BRAMHA GYANA ||NEW ODIA COMEDY||TULU COMEDY || RANGILA COMEDY ||ANTARANGA ENTERTAINMENT

୮୪ ଲକ୍ଷ ଯୋନି କଣ ? ଜୀଵ କେଉଁ ଯୋନିରେ ତପସ୍ୟା କରି ମଣିଷ ଜନ୍ମ ପାଇଲା ? @BipiniBihariSamal । Pravachan ।

୮୪ ଲକ୍ଷ ଯୋନି କଣ ? ଜୀଵ କେଉଁ ଯୋନିରେ ତପସ୍ୟା କରି ମଣିଷ ଜନ୍ମ ପାଇଲା ? @BipiniBihariSamal । Pravachan ।

ଶିଳବଟା ଗାଁ ଭାକୁର ମାଛ ବେସର 😋 l ଗାଁକୁ କୁନି ଭାଇ ଆସିଛି l Bhakura Machha Besara

ଶିଳବଟା ଗାଁ ଭାକୁର ମାଛ ବେସର 😋 l ଗାଁକୁ କୁନି ଭାଇ ଆସିଛି l Bhakura Machha Besara

ଡାଇବେଟିସ ହେବାର ୨ ମୁଖ୍ୟ କାରଣ ⚠️ Diabetes Causes, Symptoms, and Diet Plan | Complete Guide in Odia

ଡାଇବେଟିସ ହେବାର ୨ ମୁଖ୍ୟ କାରଣ ⚠️ Diabetes Causes, Symptoms, and Diet Plan | Complete Guide in Odia

ବଡ଼ ବିସ୍ଫୋରଣ ଫାଟିଲା ବୋମା ! Earthquake Today in Iran: 4.3 Magnitude Tremors Hit Fars & Khonj | N18G

ବଡ଼ ବିସ୍ଫୋରଣ ଫାଟିଲା ବୋମା ! Earthquake Today in Iran: 4.3 Magnitude Tremors Hit Fars & Khonj | N18G

କାଶୀ ପଣ୍ଡିତଙ୍କ ପଣ୍ଡିତ ପଣିଆ ହଜିଗଲା ପୁରୀ ବଡ଼ଦାଣ୍ଡରେ | Jagannath Mahima | Shakti Shankar Mishra

କାଶୀ ପଣ୍ଡିତଙ୍କ ପଣ୍ଡିତ ପଣିଆ ହଜିଗଲା ପୁରୀ ବଡ଼ଦାଣ୍ଡରେ | Jagannath Mahima | Shakti Shankar Mishra

ଏମିତି କଣ ହେଲା ଯେ ଜଣେ ବଡ଼ ଅଧିକାରୀ କୁ ଜଣେ ମନ୍ତ୍ରୀ  ଗୋଇଠା ମାରିଲେ , ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ...

ଏମିତି କଣ ହେଲା ଯେ ଜଣେ ବଡ଼ ଅଧିକାରୀ କୁ ଜଣେ ମନ୍ତ୍ରୀ ଗୋଇଠା ମାରିଲେ , ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ...

ମଙ୍ଗଳ ଆଳତୀ ଦର୍ଶନ (06-Mar) | Today's Live Mangala Alati - Puri Jagannath Temple | Jay Jagannath Tv

ମଙ୍ଗଳ ଆଳତୀ ଦର୍ଶନ (06-Mar) | Today's Live Mangala Alati - Puri Jagannath Temple | Jay Jagannath Tv

ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

ଫାଇନାଲ ଟିକେଟ୍‌ ଦେଲା | T20 World Cup 2026 Final Match | India vs New Zealand Final | Odia News

ଫାଇନାଲ ଟିକେଟ୍‌ ଦେଲା | T20 World Cup 2026 Final Match | India vs New Zealand Final | Odia News

Maya O Mamata - ମାୟା ଓ ମମତା | Full Episode 643 | Odia Mega Serial | Mon–Sat @7PM | Sidharth TV

Maya O Mamata - ମାୟା ଓ ମମତା | Full Episode 643 | Odia Mega Serial | Mon–Sat @7PM | Sidharth TV

କେଉଁ ପାପ ପାଇଁ  କେଉଁ ରୋଗ ହୁଏ  ?  | Garuda Purana | Ep 88 | Prarthana Life

କେଉଁ ପାପ ପାଇଁ କେଉଁ ରୋଗ ହୁଏ ? | Garuda Purana | Ep 88 | Prarthana Life

ଅଲୌକିକ ଅନୁଭୂତି, ଜଗନ୍ନାଥ ତାଙ୍କ ବାହାଘର ଭୋଜିରେ ମୋତେ ନିମନ୍ତ୍ରଣ କଲେ (213)ଡକ୍ଟର ବିବୁଧରଞ୍ଜନ

ଅଲୌକିକ ଅନୁଭୂତି, ଜଗନ୍ନାଥ ତାଙ୍କ ବାହାଘର ଭୋଜିରେ ମୋତେ ନିମନ୍ତ୍ରଣ କଲେ (213)ଡକ୍ଟର ବିବୁଧରଞ୍ଜନ

ବିବାହ ପୂର୍ବ ର ଶିକ୍ଷ୍ୟା କରିଥିବା ସନ୍ୟାସ ଗୀତ ଗାଇଲେ!New sanyas song bhanumati Seth!Naksapali Sambalpur

ବିବାହ ପୂର୍ବ ର ଶିକ୍ଷ୍ୟା କରିଥିବା ସନ୍ୟାସ ଗୀତ ଗାଇଲେ!New sanyas song bhanumati Seth!Naksapali Sambalpur

🙏 ଜୟ ଜଗନ୍ନାଥ 🙏 ସକାଳୁ ସକାଳୁ ମହାପ୍ରଭୁଙ୍କ ଦିବ୍ୟ ଆଳତି ଦର୍ଶନ କରନ୍ତୁ 🙏 #jagannathdarshan 2 1 1 2

🙏 ଜୟ ଜଗନ୍ନାଥ 🙏 ସକାଳୁ ସକାଳୁ ମହାପ୍ରଭୁଙ୍କ ଦିବ୍ୟ ଆଳତି ଦର୍ଶନ କରନ୍ତୁ 🙏 #jagannathdarshan 2 1 1 2

ଆଜି(06-Mar)ଦକ୍ଷିଣଦ୍ୱାର ବଡେହନୁମାନଙ୍କ ସନ୍ଧ୍ୟାଆଳତୀ | Jay JagannathTV

ଆଜି(06-Mar)ଦକ୍ଷିଣଦ୍ୱାର ବଡେହନୁମାନଙ୍କ ସନ୍ଧ୍ୟାଆଳତୀ | Jay JagannathTV

ଗଜପତି ମହାରାଜ କେମିତି ହେଲେ ମୁସଲମାନ ?| Patitapaban | Srijagannatha | Rajaram Satapathy | News Room

ଗଜପତି ମହାରାଜ କେମିତି ହେଲେ ମୁସଲମାନ ?| Patitapaban | Srijagannatha | Rajaram Satapathy | News Room

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]