ପୂର୍ବତନ ସାଂସଦ ସୁଶୀଳା ତିରିଆଙ୍କ ପରଲୋକ, ଶୋକରେ ବୁଡିଲା କଂଗ୍ରେସ ଭବନ | Odisha Reporter
Автор: Odisha Reporter
Загружено: 2026-02-01
Просмотров: 3154
Описание:
ମୟୂରଭଞ୍ଜର ପୂର୍ବତନ ଲୋକସଭା ସାଂସଦ ତଥା କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ଗତକାଲି ରାତିରେ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି । ସେ ଉତ୍କଟ ଶ୍ଵାସକ୍ରିୟା ଜନିତ ସମସ୍ୟା, ଫୁସ୍ଫୁସ୍ ସଂକ୍ରମଣର ଶିକାର ହୋଇଥିଲେ। ସୁଶୀଳା ଗତ ଜାନୁଆରି ୮ରେ ଏମ୍ସରେ ଭର୍ତ୍ତି ହୋଇଥିଲେ ।
#odishareporter #mayurbhanj #sushilatiria
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter
Повторяем попытку...
Доступные форматы для скачивания:
Скачать видео
-
Информация по загрузке: