କ୍ୟାବିନେଟର ବଡ଼ ନିଷ୍ପତ୍ତି! Cabinet Approves PM Kisan Extension Rs 3 Lakh Crore For Farmers
Автор: News18 Odia
Загружено: 2026-08-01
Просмотров: 90375
Описание:
କ୍ୟାବିନେଟର ବଡ଼ ନିଷ୍ପତ୍ତି! Cabinet Approves PM Kisan Extension Rs 3 Lakh Crore For Farmers
Great news for farmers! The Central Government has officially approved the extension of the PM Kisan Samman Nidhi Yojana until 2030-31. With a massive budget allocation of Rs 3.15 lakh crore, this scheme will continue to provide direct financial aid to farmers across India.
ଚାଷୀ ଭାଇମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା! ପିଏମ କିଷାନ ସମ୍ମାନ ନିଧି ଯୋଜନାକୁ ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କ୍ୟାବିନେଟ ଏହି ଯୋଜନା ପାଇଁ ୩.୧୫ ଲକ୍ଷ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ନୂଆ ନିଷ୍ପତ୍ତି ଦ୍ୱାରା ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ କିପରି ଉପକୃତ ହେବେ ଏବଂ ଆଗାମୀ କିସ୍ତି କେବେ ମିଳିବ, ତାହାର ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ।
#PMKisanYojana #PMKisanExtension #OdishaFarmers
Welcome to News18 Odia, your go-to destination for the latest news and updates from across India and beyond. As one of Odishas premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
Follow Every Breaking Story LIVE 🔴
Watch News18 LIVE 24x7: https://youtube.com/live/P03Ozb37nxI
ID_OD_SS
Повторяем попытку...
Доступные форматы для скачивания:
Скачать видео
-
Информация по загрузке: